ମୋର ପ୍ରିୟ ବନ୍ଧୁ
ଆହକି ସୁନ୍ଦର ତାହାର ସୌନ୍ଦର୍ଯ୍ୟ ମୁଖରିତ କରେ ମନ ସବୁଜିମା ଭରେ ମନ ହୃଦୟରେ ଅଜ୍ଞାନକୁ ଦିଏ ଜ୍ଞାନ ॥ ତାହାରି ମୁଁହ ଶ୍ୟାମଳ ସୁନ୍ଦର ମନକୁ କରେ କୋମଳ ଆନନ୍ଦ ସଞ୍ଚାରେ ନବୀନ ଚିତ୍ତରେ ପ୍ରାଣକୁ କରେ ଶୀତଳ ॥…
କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।
ଆହକି ସୁନ୍ଦର ତାହାର ସୌନ୍ଦର୍ଯ୍ୟ ମୁଖରିତ କରେ ମନ ସବୁଜିମା ଭରେ ମନ ହୃଦୟରେ ଅଜ୍ଞାନକୁ ଦିଏ ଜ୍ଞାନ ॥ ତାହାରି ମୁଁହ ଶ୍ୟାମଳ ସୁନ୍ଦର ମନକୁ କରେ କୋମଳ ଆନନ୍ଦ ସଞ୍ଚାରେ ନବୀନ ଚିତ୍ତରେ ପ୍ରାଣକୁ କରେ ଶୀତଳ ॥…
ଆଜି ବହୁତ ମନେ ପଡ଼ ମୋର ତମେ ଯେତେ ନିଜକୁ ମୁଁ ବୁଝାଇବାକୁ ଚାହେଁ ଏକାଠି ଆମ ମୁହୂର୍ତ୍ତ ମନେ ପଡ଼ିଯାଏ ସେତେଥର ନିଜଠୁ ପୁଣି ହାରିଯାଏ ।୧। ଏତେ ବ୍ୟାକୁଳତା କାହିଁକି କେଜାଣି ସ୍ମୃତି ପଟ୍ଟେ ଉଦ୍ଭାଷିତ ସେ କ୍ଷଣ…
ଦେଖୁଥାଏ ପରସ୍ତ ପରସ୍ତ ମେଘ ଉହାଡ଼ରେ, କୁଞ୍ଚିତ କବରୀ କୃଷ୍ଣ, ହସର ଲାବଣ୍ୟ, କେବେ ସାଜ ଇନ୍ଦ୍ରଧନୁ ସାତ ରଙ୍ଗ ମାଖି, ବିଜୁଳି ଚମକେ ତୁମ, ଖେଳେ ଶିହରଣ ! ପାଇଯାଏ ଥିରି ଥିରି ମଳୟ ବାସ୍ନାରେ, ମଧୁମାଳତୀର ମିଠା ଗୋଧୂଳି…
ସକାଳ ପାହିବା ମାତ୍ରେ ମୁଁ ତତେ ହିଁ ଅନୁଭବି ପାରେ ଜହ୍ନର ଜ୍ୟୋସ୍ନାରେ ଜଙ୍ଗଲର ଅଦ୍ଭୁତ ଓ ଅନାବୃତ ପକ୍ଷୀ ମାନଙ୍କର ପ୍ରେମରେ । ସକାଳୁ ସକାଳୁ ଗୁଡ୍ ମର୍ନିଙ୍ଗ୍ ନୁହେଁ ବରଂ କପେ ଚାହା ହେଲେ ଜୀବନକୁ ଶାନ୍ତି ମିଳେ…
ଆସ ସାଥୀ ! ଦୁଆର ଯେ ଖୋଲା, ପ୍ରବେଶ କର... ନା' ନା'... ଟିକିଏ ଅପେକ୍ଷା କର ! ଏରୁଣ୍ଡିର ପାପୋଛରେ, ସ୍ୱୟଂର ଅହଂକୁ ଝାଡ଼ି ଦେବ ! ଛାତରେ ଲୋଟିଛି ମାଳତୀ ଲତା, କ୍ରୋଧର ପସରା ସେଇଠି ଅଜାଡ଼ି ଦେବ…