Read more about the article ଦୀପାବଳି
Odia Poem Deepavali (ଦୀପାବଳି) by Sushree Sangita Sethy

ଦୀପାବଳି

ଅନ୍ଧାର ଉପରେ ଆଲୋକର ବିଜୟ ନେଇ ଆସେ ଦୀପାବଳି, ସବୁରି ମନର ଉଲ୍ଲାସ, ହରଷ ଆଙ୍କିଦିଏ ଧରି ତୂଳୀ ! ଆବାଳବୃଦ୍ଧବନିତାଙ୍କ ମନେ ଉତ୍ସାହ ଲହରୀ ଯାଏ ଖେଳି, ଘରେ ଘରେ ଚାଲେ ପର୍ବର ପ୍ରସ୍ତୁତି ପୁଲକ ହୃଦୟେ ଢାଳି !…

Continue Readingଦୀପାବଳି
Read more about the article କୁଆଁର ପୁନେଇଁ ଜହ୍ନ
Odia Poem Kumara Punein Janha (କୁଆଁର ପୁନେଇଁ ଜହ୍ନ) by Sushree Sangita Sethy

କୁଆଁର ପୁନେଇଁ ଜହ୍ନ

କୁଆଁର ପୁନେଇଁ ଜହ୍ନ କୁଆଁରୀ ମନ ଛନଛନ, ବେଗେ ବନ୍ଦେଇବାକୁ ଚାନ୍ଦ ଝିଅଙ୍କ ମନ ଯେ ଉଚ୍ଛନ୍ନ । ନୂଆ ଜାମା ପିନ୍ଧି ସଜ ଝିଅଙ୍କ ପରା ଏ ଉତ୍ସବ, କୁମାର ମିଳିବେ ମନପସନ୍ଦର ସେଥିପାଇଁ ଏ ଓଷା, ପରବ ।…

Continue Readingକୁଆଁର ପୁନେଇଁ ଜହ୍ନ
Read more about the article ମା’ର ପର୍ବ
Odia Poem Maa ra Parba (ମା'ର ପର୍ବ) by Sushree Sangita Sethy

ମା’ର ପର୍ବ

ଧବଳ ଆକାଶ ଶ୍ୱେତ କାଶତଣ୍ଡୀ ସ୍ୱଚ୍ଛ ନିର୍ମଳ ଶରତେ, ଦୁର୍ଗତିନାଶିନୀ, ମହିଷାମର୍ଦ୍ଦିନୀ ମା' ଧରାକୁ ପାଦ ଥାପେ ! କାଶତଣ୍ଡୀ ସଜାଇ ତା' ବାଟ ଗାଏ ଆସ ମାଏ ଆସ ବେଗେ, ଏ ଧରା, ଗଗନ ପ୍ରକମ୍ପିତ ହେଉ ତୁମ ଜୟକାର…

Continue Readingମା’ର ପର୍ବ
Read more about the article ରଜ ମଉଜ
Odia Poem Raja Mauja (ରଜ ମଉଜ) by Sushree Sangita Sethy

ରଜ ମଉଜ

ଆସିଲାରେ ରଜ ମଉଜ ନେଇ କରୋନା ମହାମାରୀକୁ ହରେଇ ଚାଲରେ ବାଳାଏ ହୋଇବା ସଜ ଆଜି ପରା ରଜ ସଜବାଜ । ପାଦରେ ପାଉଁଜି ଆଉ ଅଳତା ହାତରେ ମେହେନ୍ଦି ସେ ନାଲି ଛିଟା ହାତରେ ବାଜୁ ଚୁଡ଼ି ରୁଣୁଝୁଣୁ ରଜ…

Continue Readingରଜ ମଉଜ
Read more about the article ନୂଆ ବରଷ
Odia Poem Nua Barasa (ନୂଆ ବରଷ) by Sushree Sangita Sethy

ନୂଆ ବରଷ

ନୂଆ ବରଷ, ନୂଆ ହରଷ ଆସୁଛି ନେଇ ନୂଆ ପ୍ରକାଶ ସବୁରି ମୁହଁରେ ଫୁଟାଇ ହସ । ନୂତନ ଆଶା ଆଉ ଭରସା ନୂଆ ପ୍ରକାଶ ନୂଆ ପ୍ରତୀକ୍ଷା ଗଢ଼ୁଛି ନିତି ମନରେ ବସା । ଖୁସି ଜୁଆର ହୃଦୟେ ଉଠେ…

Continue Readingନୂଆ ବରଷ