Read more about the article ଫଗୁଣର ଫଗୁ
Odia Poem Fagunara Fagu (ଫଗୁଣର ଫଗୁ) by Shushree Sangita Sethi for the Celebration of Holi in Odisha

ଫଗୁଣର ଫଗୁ

ଆସିଛି ହୋରି ଆଣି ଫଗୁ ସାଥିରେ ଫଗୁଣକୁ ସଜେଇବ ବୋଲି, ଜୀବନ ରଙ୍ଗେଇ ପ୍ରେମ ରଙ୍ଗରେ ଖୁସିର ଅଭିରକୁ ବୋଳି । ଜୀବନ ମେଳଣକୁ ରଙ୍ଗୀନ କରେଇ ଫଗୁ ଉଡ଼ାଇବ ବୋଲି ବରଷକେ ଥରେ ଆସିଛି ସେ ଖେଳିବାକୁ ମନ ଖୋଲି…

Continue Readingଫଗୁଣର ଫଗୁ
Read more about the article ଅଶିଣରେ ଆସେ ମାଆ
ଅଶିଣରେ ଆସେ ମାଆ

ଅଶିଣରେ ଆସେ ମାଆ

ଆଶ୍ୱିନେ ଆସୁ ତୁ ପଣତ ମେଲେଇ ବସୁନ୍ଧରା ସଜାଏ କାଶତଣ୍ଡୀ ତୋ' ଚଲାପଥେ ଭବ୍ୟ ସ୍ୱାଗତ ପାଇଁ ଆଶ୍ୱିନ ଡାକେ ମା' ମା' ଗୁହାରି ଶୁଣିମା ହେଉ ବେଗି ହର ଚିତ୍ତ ଭକ୍ତ ମାତି ଉଠେ ତୋ' ନାମ ଆବୋରି ।…

Continue Readingଅଶିଣରେ ଆସେ ମାଆ
Read more about the article ଗୁରୁ
ଗୁରୁ - ସୁଶ୍ରୀ ସଙ୍ଗୀତା ସେଠୀଙ୍କ ରଚନାରୁ

ଗୁରୁ

ଗୁରୁଙ୍କ ବିନା ସବୁ ଦିଗହୀନ ଗୁରୁଙ୍କ ବିନା ଅସ୍ତ୍ର ମୂଲ୍ୟହୀନ ଗୁରୁଙ୍କ ବିନା ବହି ଅର୍ଥହୀନ ଗୁରୁଙ୍କ ବିନା ଜ୍ଞାନ ଅସମ୍ପୂର୍ଣ୍ଣ । ଗୁରୁ ହିଁ ଜୀବନର ମାର୍ଗଦର୍ଶକ ଅଜ୍ଞାନ ଅନ୍ଧକାରେ ଆଲୋକଗୁଚ୍ଛ ତାଙ୍କ ଜ୍ଞାନ ରୂପକ ଆଲୋକ ବିନା ଅନ୍ଧକାର,…

Continue Readingଗୁରୁ
Read more about the article ସ୍ୱାଧୀନତାର ସ୍ୱାଦ
ସ୍ୱାଧୀନତାର ସ୍ୱାଦ

ସ୍ୱାଧୀନତାର ସ୍ୱାଦ

ସ୍ୱାଧୀନତା ରଙ୍ଗ ସବୁଠୁ ନିଆରା ମୁକ୍ତ ଆକାଶ ରଙ୍ଗସମ ମୁକ୍ତ ନିଃଶ୍ୱାସ ମୁକ୍ତ ଜୀବନ ବୁଣେ ନୂଆ ପ୍ରାଣ ସଞ୍ଚାରଣ । କିଏ ଭଲ ନପାଏ ମୁକ୍ତ ଆକାଶେ ଉଡ଼ିବାକୁ ଗୀତଗାଇ? ବନ୍ଦୀ ଜୀବନ କି ଜୀବନରେ ଗଣା ଚୋରାବାଲି ସମ…

Continue Readingସ୍ୱାଧୀନତାର ସ୍ୱାଦ
Read more about the article ଶ୍ରୀକ୍ଷେତ୍ରରେ ଯାଇ ମନ
ଶ୍ରୀକ୍ଷେତ୍ରରେ ଯାଇ ମନ

ଶ୍ରୀକ୍ଷେତ୍ରରେ ଯାଇ ମନ

ଦେଖିବାକୁ ତତେ ନନ୍ଦିଘୋଷରେ ଚକାନୟନ ଅଥୟ ଚଞ୍ଚଳ ଏ ମନ ହେଇଥାନ୍ତି କି ପକ୍ଷୀଟିଏ ଯାଇଥାନ୍ତି ଉଡ଼ି ଶ୍ରୀକ୍ଷେତ୍ରେ ଦେଖିବାକୁ ତତେ ଭରି ପ୍ରାଣ । ରଥରେ ବିଜେହୋଇ ତୋ'ର ସେ ଖିଲିଖିଲି ହସକୁ କରିଥାନ୍ତି ମୋ ମନତୁଳସୀ ତୋର ସେହି…

Continue Readingଶ୍ରୀକ୍ଷେତ୍ରରେ ଯାଇ ମନ