କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ନାରୀତ୍ୱ
Odia Poem Naritwa (ନାରୀତ୍ୱ) by Chandrakanti Pradhan

ନାରୀତ୍ୱ

ଗର୍ଭାଶୟରେ ଯନ୍ତ୍ରପାତିର ଅତ୍ୟାଚାର, ଆଖି ନଫିଟୁଣୁ ହତ୍ୟା ହୁଏ ତା'ର । ମାଆର ଇଚ୍ଛାରେ ବା ଅନିଚ୍ଛାରେ, ଅଧାଗଢ଼ା ଦେହ ପଡ଼ୁଛି ଅଳିଆ ଗଦାରେ । କେହି ଯଦି ଆୟୁ ବଳେ ଜନ୍ମିଯାଏ । କେହି ଆଦରିନିଏ ତ କେହି ଫୋପାଡ଼ି…

Continue Readingନାରୀତ୍ୱ
Read more about the article ଦୁହିତା
Odia Poem Duhita (ଦୁହିତା) by Tukuna Sahu

ଦୁହିତା

ସିନ୍ଦୂର ଦିଅଇ ନୂତନ ଠିକଣା ଆପଣାଙ୍କୁ କରେ ପର, ବାପା ଭାଇ ପୁଣି କୁଣିଆ ହୁଅନ୍ତି ଗଲେ ଝିଅ ଶାଶୁଘର । ଶଶୁର ମନ୍ତ୍ରଣା ଶାଶୁଙ୍କ ଗଞ୍ଜଣା ନିତି ହୁଏ ଦହଗଞ୍ଜ, ସଭିଙ୍କ ମନକୁ ଖୁସି କରିବାରେ ବିତେ ସକାଳରୁ ସଞ୍ଜ…

Continue Readingଦୁହିତା
Read more about the article ସ୍ମୃତିରେ ଅକ୍ଷୟ
Odia Poem Smrutire Akshaya (ସ୍ମୃତିରେ ଅକ୍ଷୟ) by Sanatan Das

ସ୍ମୃତିରେ ଅକ୍ଷୟ

ହେ ଅକ୍ଷୟ ତୁମେ ଚିର କୁମାର ପ୍ରେମିକ ମନରେ ଫଗୁଣ ଅବିର କେବେ ପୁଣି ମନରେ ରାଗିଣୀ ସ୍ୱର ଜହ୍ନ ପାଇଁ କେବେ ତୁମେ କଇଁର ପ୍ରୀତି ଆମନ୍ତ୍ରଣର ସମ୍ଭାର..!! ବୟସର କୃଷ୍ଣଚୂଡ଼ାରେ ତୁମେ କେବେ ନାଲିରଙ୍ଗ ବୁଣିଥାଅ, କେବେ ପୁଣି…

Continue Readingସ୍ମୃତିରେ ଅକ୍ଷୟ
Read more about the article କୃଷ୍ଣା
Odia Poem Krushna (କୃଷ୍ଣା) by Abhilipsa Sahoo

କୃଷ୍ଣା

ତୁମ ଆକୃତିର କଳ୍ପନାରେ ଭରିଯିବ କି ଏ ହୃଦର ଗୀତି ଅନୁଭବରେ ଯେ ତୁମେ ଦିବ୍ୟ ଭାବନା ପ୍ରେମ କରିବି ଅବା ରଖିବି ଭକ୍ତି ଆଳତି । କେଉଁ ଦିଗେ ଶୁଭୁନାହିଁ ମୁରଲି ମଧୁର ଦିଶୁନାହିଁ ଗୋବିନ୍ଦଙ୍କ ଗେରୁଆ ଚାମର ବାସୁନାହିଁ…

Continue Readingକୃଷ୍ଣା
Read more about the article କିଛି କଥା ଏ ମନର
Odia Poem Kichhi Katha e Manara (କିଛି କଥା ଏ ମନର) by Sarjan Kumar Sahu

କିଛି କଥା ଏ ମନର

କିଛି କଥା ତୁମର, କିଛି କଥା ମୋର କେଜାଣି ଏ କଥା, ଅସରନ୍ତି କଥାର ଗାଥା ହେଇଯାଏ । ଦୁଇ ପାଦ ତୁମର, ଦୁଇ ପାଦ ମୋର କେଜାଣି ଏ ପାଦ, ଅସରନ୍ତି ରାସ୍ତାର ପଥୀକ ହେଇଯାଏ । ଟିକେ ସ୍ପର୍ଶ…

Continue Readingକିଛି କଥା ଏ ମନର