Read more about the article ଜୀବନ
Odia Poem Jibana (ଜୀବନ) by Ayushman Tripathy

ଜୀବନ

ଜୀବନଟା କେବେ ମଧୁର ଝରଣା ବହେ ଶାନ୍ତି ଜଳ ଧାରା ପବନେ ଦୋହଲି ହେଇଯାଏ ସେ ଧାନ୍ୟ କ୍ଷେତର ନିର୍ଝରା । ଜୀବନଟା କେବେ ମଧୁ ବସନ୍ତର ମହୁ ମିଠା ଜ୍ୟୋତ୍ସ୍ନାଭାସ କୋମଳ ସ୍ପର୍ଶର ମଧୁର ଯନ୍ତ୍ରଣା କରିଦେଲା ସର୍ବନାଶ ।…

Continue Readingଜୀବନ
Read more about the article ଶୀତ ମୋହିନୀ
Odia Poem Shita Mohini (ଶୀତ ମୋହିନୀ) by Ayushman Tripathy

ଶୀତ ମୋହିନୀ

ଛଅ ଭଉଣୀ ଧରି ସପ୍ତ ରଞ୍ଜନ ଧରା ପୃଷ୍ଠେ କରନ୍ତି ଅବରୋହଣ ସର୍ବେ ସାଜନ୍ତି ସ୍ୱକାଳେ ନୀରକ୍ଷୟ ଦମନ ନହୋଇ ସାଜନ୍ତି ଅଜୟ । ପ୍ରଚଣ୍ଡର ସହ ଝିପିଝିପି ଘନ ନିର୍ମଳ ତରୁଣ ଜାଡ଼ତ୍ୱ ପ୍ରବୀଣ ମଧୁମଳୟର ପୂର୍ବୁ ସେ ପ୍ରକାଶ…

Continue Readingଶୀତ ମୋହିନୀ
Read more about the article ମକର ସଂକ୍ରାନ୍ତି- ନାନାବିଧ ମାହାତ୍ମ୍ୟ
ମକର ସଂକ୍ରାନ୍ତି- ନାନାବିଧ ମାହାତ୍ମ୍ୟ

ମକର ସଂକ୍ରାନ୍ତି- ନାନାବିଧ ମାହାତ୍ମ୍ୟ

ସକଳ ଶକ୍ତିର ଆଧାର ସୂର୍ଯ୍ୟ । ଭାରତ ବର୍ଷରେ ସୂର୍ଯ୍ୟଙ୍କୁ ଦେବତା ରୂପେ ପୂଜା କରାଯାଏ, ତେଣୁ ଅନେକ କାର୍ଯ୍ୟ ତଥା ପର୍ବ ସେହି ଭାସ୍କରଙ୍କୁ ଆଧାର କରି ଆରମ୍ଭ ତଥା ପାଳନ କରାଯାଏ । ସେହିପରି ଏହି ମକର ପୁଙ୍ଗନ…

Continue Readingମକର ସଂକ୍ରାନ୍ତି- ନାନାବିଧ ମାହାତ୍ମ୍ୟ
Read more about the article ଭୂତ ବଙ୍ଗଳାରେ ତିନି ସାଙ୍ଗ
ଭୂତ ବଙ୍ଗଳାରେ ତିନି ସାଙ୍ଗ

ଭୂତ ବଙ୍ଗଳାରେ ତିନି ସାଙ୍ଗ

ହିସ୍... ହିସ୍... । ନିସ୍ତବ୍ଧ ରାତିରେ ଧରିଣୀ ପୃଷ୍ଠରେ ଅମାବାସ୍ୟାର ଅନ୍ଧକାର ସମସ୍ତ ଆଲୋକକୁ ବିତାଡ଼ିତ କରୁଥିଲା । ମୁଁ ଏବଂ ମୋ ସାଙ୍ଗ ରିତେଶ ନଦୀ ପଠାରେ ବୁଲୁଥିଲୁ । ଠିକ୍ ସେହି ସମୟରେ ରିତେଶ୍‌କୁ ଗୋଟିଏ କଲ୍ ଆସିଲା…

Continue Readingଭୂତ ବଙ୍ଗଳାରେ ତିନି ସାଙ୍ଗ
Read more about the article କାଳର କରାଳେ
କାଳର କରାଳେ

କାଳର କରାଳେ

ନିସହାୟ ଅସହାୟ ଶୁଷ୍କ ପତ୍ରଟିଏ ବହିଯାଉଅଛି ଆଜି କାଳ ବକ୍ଷରେ, ସମୟର ସୁଅମୋତେ ନେଇଯାଏ ଅତୀତ ସ୍ମୃତିକୁ ରୋମନ୍ଥନ କରେ । କି ଥିଲା ସେ ସ୍ୱପ୍ନ ଶିଶୁ ବେଳର ଅଦିନିଆ କାଳ କଲା ସବୁ ପରର, ମୁକ୍ତା ରଜନୀ ଛଡ଼େଇ…

Continue Readingକାଳର କରାଳେ