Read more about the article ପରିସମାପ୍ତିର ପୂର୍ବରୁ
Odia Poem Parisamaptira Purbaru (ପରିସମାପ୍ତିର ପୂର୍ବରୁ) by Dibyashree Biswaabandya Jena

ପରିସମାପ୍ତିର ପୂର୍ବରୁ

ପରିସମାପ୍ତିର ଠିକ ପୂର୍ବରୁ ସବୁକିଛି ପୁଣି କାହିଁକି ଜୀବନ୍ତ ହୋଇଉଠେ ! ସ୍ମୃତିର ବକ୍ଷ ଚିରି ଅତୀତ ଆଜି ଭାସି ଉଠେ ଜଳଜଳ କରି ଆଖି ଆଗରେ । ଇତିର ଅୟମାରମ୍ଭ ଆଗରୁ ଆରମ୍ଭ କାହିଁକି ଆଜି ପୁନଶ୍ଚ ସ୍ଵପ୍ନ ଦେଖାଏ…

Continue Readingପରିସମାପ୍ତିର ପୂର୍ବରୁ
Read more about the article ପ୍ରେମର ପରିଭାଷା
Odia Poem Premara Paribhasa (ପ୍ରେମର ପରିଭାଷା) by Dibyashree Biswabandya Jena

ପ୍ରେମର ପରିଭାଷା

ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି କହି କି ପାରିବ? କେମିତି ଦ୍ରବ୍ୟ ସେ ପ୍ରେମ ସେ କ'ଣ ବାଣିଜ୍ୟ ଉଦ୍ଦିଷ୍ଟ ପଣ୍ୟ ନା ସମ୍ପର୍କର ହାଟରେ ମୂଲ୍ୟହୀନ ଅବା ଦୁର୍ମୂଲ୍ୟ ! ଏଇ ଯେ ତୁମେ କୁହ…

Continue Readingପ୍ରେମର ପରିଭାଷା
Read more about the article ବ୍ୟତୀତ ବର୍ଷ
Odia Poem Byatita Barsa (ବ୍ୟତୀତ ବର୍ଷ) by Dibyashree Biswabandya Jena

ବ୍ୟତୀତ ବର୍ଷ

ବ୍ୟତୀତ ତିନିଶ’ ପଞ୍ଚଷଠି ଦିବସ ଅନ୍ତ ଆଉ ଏକ ବର୍ଷର । ବିତି ଯାଇଥିବା ପ୍ରତି ଏକ କ୍ଷଣ ସ୍ମରଣ କରାଇଲା କ୍ଷଣ କ୍ଷଣଠୁ ଆନ । କିଛି ଆଶା କିଛି ନିରାଶାର କ୍ଷଣ କିଛି ବିଶ୍ୱାସ ଆଉ ଅବିଶ୍ୱାସର କ୍ଷଣ…

Continue Readingବ୍ୟତୀତ ବର୍ଷ
Read more about the article ଅଭାବୀ ସହର
Odia Poem Abhabi Sahara (ଅଭାବୀ ସହର) by Dibyashree Biswabandya Jena

ଅଭାବୀ ସହର

ଭାରି ଅଭାବୀ ସହର ଇଏ । ଏତେ କୋଳାହଳ ଭିତରେ ବି ଅନୁଭୂତ ହୁଏ ଭୀଷଣ ଏକ ନୀରବତା ଏତେ ରଙ୍ଗରେ ରଙ୍ଗାୟିତ ଅଥଚ ସବୁ ଲାଗେ ଫିକା ଫିକା । ନାହିଁ ନାହିଁର ସହରରେ ସବୁ ଅଛି, ପୁଣି କିଛି…

Continue Readingଅଭାବୀ ସହର
Read more about the article ଜୀବନ କ୍ଷଣ କ୍ଷଣକେ ଆନ
Odia Poem Jibana Kshana Kshanake Ana (ଜୀବନ କ୍ଷଣ କ୍ଷଣକେ ଆନ) by Dibyashree Biswabandya Jena

ଜୀବନ କ୍ଷଣ କ୍ଷଣକେ ଆନ

ନା ତୁ କେବେ କହିଲୁ ନା ମୁଁ କହି ପାରିଲି ତୋ' ପାଦ ବି ଅଟକିଗଲା ଆଉ ମୋ'ର ବି ବାନ୍ଧି ହେଇଗଲା କଥାଟା କହି ଦେଇଥିଲେ ତ ସରି ଯାଇଥାନ୍ତା କିନ୍ତୁ ନା ତୁ ଆରମ୍ଭ କରି ପାରିଲୁ ନା…

Continue Readingଜୀବନ କ୍ଷଣ କ୍ଷଣକେ ଆନ