Read more about the article ଜୀବନର ମୂଲ୍ୟ
Odia Poem Jibanara Mulya (ଜୀବନର ମୂଲ୍ୟ) by Deepankar Panda

ଜୀବନର ମୂଲ୍ୟ

ଶୂନ୍ୟହସ୍ତେ ଆମେ ରଖିଥିଲୁ ପାଦ ଏଇ ଭବ୍ୟ ଦୁନିଆରେ ରିକ୍ତହସ୍ତେ ଦିନେ ଚାଲିଯିବୁ ସତ ବନ୍ଦୀ କାଳଯମ ଫାଶରେ ଶୋକମଗ୍ନ ବନ୍ଧୁ ପରିବାର ସବୁ ରହିଯିବେ ଆମ ପଛରେ ସମୟ ଛକରେ ଛନ୍ଦି ଆମେ ତ ରହିଯିବା ତାଙ୍କ ସ୍ମୃତିରେ ଛାଡ଼ିଯିବା…

Continue Readingଜୀବନର ମୂଲ୍ୟ

ଶେଷ ନିଶ୍ୱାସ

ସିନ୍ଦୂରା ଫାଟିନି ସୁରୁଜ ଉଇଁନି ଚଣ୍ଡାଳ ପୁଙ୍ଗାଟା ବାଜି ଉଠିଲାଣି ଶୀତୁଆ ସକାଳ ନିଦଟି ଭାଙ୍ଗୁନି ନାହିଁ ଅନ୍ୟ ଗତି କାମ ଡାକିଲାଣି । ଆଜି ରହିଯାଅ କହିଲା ଭାରିଜା କାହିଁକି କେଜାଣି ମନଟା ଅବୁଝା ବେଳ ଗଡ଼ିଲାଣି ଥାଉ ସାଜସଜା…

Continue Readingଶେଷ ନିଶ୍ୱାସ
Read more about the article ସନ୍ଧ୍ୟା, ଏକ ନିସ୍ତବ୍ଧ ପ୍ରେମ କାହାଣୀ
Odia Story Sandhya - A Pure Love Story (ସନ୍ଧ୍ୟା, ଏକ ନିସ୍ତବ୍ଧ ପ୍ରେମ କାହାଣୀ) by Deepankar Panda

ସନ୍ଧ୍ୟା, ଏକ ନିସ୍ତବ୍ଧ ପ୍ରେମ କାହାଣୀ

ଆମ୍ବ ସହିତ ବସନ୍ତ ଋତୁର ନିବିଡ଼ ସମ୍ପର୍କ, ନୁହେଁ କି? ଏମିତିରେ ଫଗୁଣରୁ ଆମ୍ବର ଆଭାସ ଆସିଯାଏ ଯେବେ ବଉଳ ଆସେ । ବଉଳର ସେ ମୃଦୁ ମୃଦୁ ମହକ ଅତି ମନମୁଗ୍ଧକର । ଯେବେ ବସନ୍ତରେ ମଳୟ ପବନ ବହେ,…

Continue Readingସନ୍ଧ୍ୟା, ଏକ ନିସ୍ତବ୍ଧ ପ୍ରେମ କାହାଣୀ
Read more about the article ବନଫୁଲ
ବନଫୁଲ

ବନଫୁଲ

ଏକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ସ୍ନାତୋକୋତ୍ତର ହେଇ ନିଜ ରାଜ୍ୟକୁ ଫେରିଲେ ପ୍ରଭାସ ! ସିଭିଲ୍ ଇଞ୍ଜିନିଅରିଂ ତାଙ୍କର ବିଶେଷତା ହେଇଥିବାରୁ ପ୍ରଥମ ପୋଷ୍ଟିଙ୍ଗ୍ ହେଲା ଗୋଟିଏ ଡ୍ୟାମ୍ ପ୍ରୋଜେକ୍ଟରେ । କର୍ମକ୍ଷେତ୍ରରେ ଯୋଗଦେବା ପୂର୍ବରୁ ପ୍ରଭାସଙ୍କର ପରିବାର ଲୋକେ…

Continue Readingବନଫୁଲ
Read more about the article ନୀଳିମା
ନୀଳିମା

ନୀଳିମା

ନୀଳ ଗଗନର ଶୋଭା ମାଲ୍ୟମୁକ୍ତ ବିହଙ୍ଗମ ଦିଗନ୍ତେ ଅସ୍ତମିତ ରବି ରଙ୍ଗେଇ ନଭ ସ୍ୱର୍ଣ୍ଣିମ ବସୁଧାର ଛତ୍ର ସୌନ୍ଦର୍ଯ୍ୟ ଅତୀବ ମନୋରମ ନବୋଦିତ ଅଂଶୁମାଳିଙ୍କ ପ୍ରଚ୍ଛଦପଟ ଅପ୍ରତିମ ! ନୀଳ ପୟୋଧିରେ ଖେଳେ ଲହରୀ ପାରଙ୍ଗମ ହସେ ଉଦିତ ଭାସ୍କର ଦିଶେ…

Continue Readingନୀଳିମା