କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ନୂଆ ବରଷ
Odia Poem Nua Barasa (ନୂଆ ବରଷ) by Sushree Sangita Sethy

ନୂଆ ବରଷ

ନୂଆ ବରଷ, ନୂଆ ହରଷ ଆସୁଛି ନେଇ ନୂଆ ପ୍ରକାଶ ସବୁରି ମୁହଁରେ ଫୁଟାଇ ହସ । ନୂତନ ଆଶା ଆଉ ଭରସା ନୂଆ ପ୍ରକାଶ ନୂଆ ପ୍ରତୀକ୍ଷା ଗଢ଼ୁଛି ନିତି ମନରେ ବସା । ଖୁସି ଜୁଆର ହୃଦୟେ ଉଠେ…

Continue Readingନୂଆ ବରଷ
Read more about the article ଚରଣେ ଆଶ୍ରିତ
Odia Bhajan Charane Ashrita (ଚରଣେ ଆଶ୍ରିତ) by Ashutosh Meher

ଚରଣେ ଆଶ୍ରିତ

ଚରଣେ ଆଶ୍ରିତ ଆହେ ମହାବାହୁ ବାହୁ ତଳେ ତୁମ ରଖ ସେଇ ବଟବୃକ୍ଷ ଛାଇ ମହାସୁଖ ହରି ନିଏ ସବୁ ଦୁଃଖ ॥୦॥ ଅରୁଣ ସ୍ତମ୍ଭରେ ହାତ ଯୋଡ଼ି ଠିଆ ତୁମ ଦରଶନ ମନା ଦୂରୁଁ ନୀଳଚକ୍ର ଏକ ମାତ୍ର ଆଶା…

Continue Readingଚରଣେ ଆଶ୍ରିତ
Read more about the article ଶାଢ଼ୀ
Odia Poem Shadhi (ଶାଢ଼ୀ) by Rabindra Panda

ଶାଢ଼ୀ

ଅସରନ୍ତି ସ୍ନେହ ଅକୁହା ଆବେଗ ସମୁଦ୍ରେ ଲୁହରେ ଜୁଡ଼ୁବୁଡ଼ୁ ସ୍ମୃତିର ଏକ କ୍ୟାନଭାସ ଶାଢ଼ୀ ମେଞ୍ଚା ମେଞ୍ଚା ସ୍ୱପ୍ନକୁ ଜାବୁଡ଼ି ରଖିଥିବା କେଇ ଖିଅ ସୂତାର କୁହୁକ ଦୁନିଆ ଶାଢ଼ୀ ଜୀବନର ନିଦାଘ ତାତି ସଂଘର୍ଷର ରୀତିମତ ଚାବୁକ ସହିବାର ଏକମାତ୍ର…

Continue Readingଶାଢ଼ୀ
Read more about the article ମୋ ମାଆ
Odia Poem Mo Maa (ମୋ ମାଆ) by Banasmita Behera

ମୋ ମାଆ

ଜୀବନରେ ଥରେ କେବଳ ଥରେ ହିଁ ସେ ହସିଥିଲା ଯେବେ ମୁଁ କାନ୍ଦିଥିଲି, ତା' ପରେ ଯେବେ ବି ମୁଁ କାନ୍ଦିଛି ମୁହଁ ଲୁଚେଇ ସେ କାନ୍ଦିଛି । ବାପାଙ୍କ ପାଖରେ ମୋ ଦୁଷ୍ଟାମିର ଅଭିଯୋଗ କରି ପୁଣି କାହିଁକି ଅଭିଯୋଗ…

Continue Readingମୋ ମାଆ
Read more about the article ମା’
Odia Poem Maa (ମା) by Karisma Behera

ମା’

ମା'ଲୋ ତୋ'ର ସେ ସ୍ନେହବୋଳା ହାତ ଯେବେ ତୁ ମୋ-ମଥାରେ ରଖିଦେଉ ମୁଁ-ସବୁକିଛି ପାଇଯାଏ, ଭରିଯାଏ ସବୁ ଶୂନ୍ୟତା । ମା', ତୋ'ର ସେ ମଧୁବୋଳା କଥା ତୋ' ମୁଖରୁ ପଦେ ଶୁଣିଦିଏ ଯେବେ ମୁଁ ଶାନ୍ତିରେ ନିଦ୍ରାଯାଏ, ଆଉ କିବା…

Continue Readingମା’