Read more about the article ପ୍ରିୟା ତୁମେ ବିଶ୍ୱାସଘାତକ
Odia Poem Priya Tume Biswasaghata (ପ୍ରିୟା ତୁମେ ବିଶ୍ୱାସଘାତକ) by Prashant Pradhan

ପ୍ରିୟା ତୁମେ ବିଶ୍ୱାସଘାତକ

ଲଗେଇଦେଲ ଗୋ କଳଙ୍କର ଛିଟା ବିଶ୍ୱାସର ମଞ୍ଜି ବୁଣି ମନ ଆକାଶରେ ଛଳନା ରଙ୍ଗର ଇନ୍ଦ୍ରଧନୁ ଦେଲ ଟାଣି ॥ ମରୀଚିକା ସମ ଥିଲା ତୁମ ପ୍ରେମ ମେଣ୍ଟିଲା ନାହିଁ ମୋ ତୃଷ୍ଣା କସ୍ତୁରୀ ମୃଗ ମୁଁ ସାଜିଥିଲି ପ୍ରିୟା ପାଇବାକୁ…

Continue Readingପ୍ରିୟା ତୁମେ ବିଶ୍ୱାସଘାତକ
Read more about the article ଚାଲିଯିବା ଆମେ
Odia Poem Chalijiba Ame (ଚାଲିଯିବା ଆମେ) by Prashant Pradhan

ଚାଲିଯିବା ଆମେ

ଚାଲିଯିବା ଆମେ ଅଜଣା ରାଇଜେ ଗଢ଼ିବା ପ୍ରେମ ନଅର ସେଇ ନଅରରେ ଦେବି ମୁଁ ତୁମକୁ ସିନ୍ଦୂରର ଉପହାର ॥ ନୀଳ କୁରଞ୍ଜିକୁ ନୀଳଗିରି ଠାରୁ ତୋଳି ମୁଁ ଆଣିବି ସାଥି ଫୁଲର ଶେଜରେ ପ୍ରଣୟ ନିଶାରେ କଟିଯିବ ମଧୁରାତି ॥…

Continue Readingଚାଲିଯିବା ଆମେ
Read more about the article ବିରହର ଦହନରେ
Odia Poem Birahara Dahanare (ବିରହର ଦହନରେ) by Prashant Pradhan

ବିରହର ଦହନରେ

ମିଛ ଭରସାରେ ଆଜିବି ବଞ୍ଚିଛି ଲେଉଟିବ ତୁମେ ବୋଲି ଚିରସ୍ରୋତା ହେଲା ଆଖିର ଶ୍ରାବଣ ଯେବେଠାରୁ ଗଲ ଚାଲି ॥ ଝାଉଁଳିଗଲାଣି ଏ ଦେହ ଯୌବନ ବିରହର ଦହନରେ ସ୍ପନ୍ଦନର ବେଗ ଥମି ତ ଗଲାଣି ଆଶାତୀତ ଅପେକ୍ଷାରେ ॥ କାରାଗାରର…

Continue Readingବିରହର ଦହନରେ
Read more about the article ପ୍ରେମ ବିଜ୍ଞାନ
Odia Poem Prema Bigyan (ପ୍ରେମ ବିଜ୍ଞାନ) by Prashanta Kumar Padhan

ପ୍ରେମ ବିଜ୍ଞାନ

ଦ୍ରବ ଦ୍ରାବକର ସମ ସଖି ଆମେ ଗଢ଼ିବା ପ୍ରେମ ଦ୍ରବଣ ମିଶିଯିବା ଦୁହେଁ ମିଶେ ଯେମିତିକା ସମଜାତୀୟ ମିଶ୍ରଣ ॥ ଲୁହା ଚୁମ୍ବକର ସମ୍ପର୍କ ପରିକା ହେଉଥିବା ଆକର୍ଷିତ ବାହ୍ୟଚାପ କେବେ ରୋକି ପାରିବନି ହୋଇବାକୁ ଏକତ୍ରିତ ॥ ରାସାୟନିକ ପରିବର୍ତ୍ତନ…

Continue Readingପ୍ରେମ ବିଜ୍ଞାନ
Read more about the article ସ୍ମୃତି ତୁମେ ଜହ୍ନରାତି
ସ୍ମୃତି ତୁମେ ଜହ୍ନରାତି

ସ୍ମୃତି ତୁମେ ଜହ୍ନରାତି

ଜୀବନ ବହିର ଯୌବନ ପୃଷ୍ଠାରେ ପ୍ରେମ କଲମର ଧାରେ ଆଙ୍କି ଦେଇଥିଲି ପ୍ରତିଛବି ତୁମ ଅଜାଣତେ କେବେ ଥରେ ॥ ପ୍ରଥମ ପ୍ରେମର ଲକ୍ଷଣ ଗୁଡ଼ିକ ହୋଇଥିଲା ପ୍ରକଟିତ ନିଦ ହଜିଥିଲା ନିଶାର୍ଦ୍ଧ ବେଳାରେ ଶୁଣିଲି ପ୍ରେମ ସଙ୍ଗୀତ ॥ ଆଖିରେ…

Continue Readingସ୍ମୃତି ତୁମେ ଜହ୍ନରାତି