Read more about the article ସମୟର ଅପେକ୍ଷାରେ
ସମୟର ଅପେକ୍ଷାରେ

ସମୟର ଅପେକ୍ଷାରେ

ସାପଶିଢ଼ିର ଏ ଜୀବନ ଖେଳରେ ବିଧାତା ଲେଖିଛି ଶୂନ ଶହେକୁ ନିଜର ଭାବିବାଟା ମୋର ଅଟେ ସିନା ମୂର୍ଖପଣ ॥ ସମୟ ସୁଅରେ ସମ୍ଭାବନା ସବୁ ନିମିଷକେ ଯାଏ ଭାସି ବେସାହାରା ହୁଏ ବ୍ୟଥିତ ହୃଦୟ ପ୍ରତିକ୍ଷଣେ ପାଏ ଫାଶୀ ॥…

Continue Readingସମୟର ଅପେକ୍ଷାରେ
Read more about the article ପ୍ରଣୟ ୠତୁ
ପ୍ରଣୟ ୠତୁ

ପ୍ରଣୟ ୠତୁ

ନବବଧୂ ସାଜି ଆସିଛ ଜୀବନେ ଢାଳୁଛ ପ୍ରୀତିର ବନ୍ୟା ଲାଗୁଛି ଯେମିତି ଜହ୍ନ ମୋ ବାହୁରେ ଅଙ୍ଗେ ଅଙ୍ଗେ ଲାଗେ ନିଆଁ ॥ ନିଦଚୋରୀ କରେ ପାଦର ପାଉଁଜି ରୁଣୁଝୁଣୁ ଶବ୍ଦ କରି ସତେକି ଯେମିତି ସୁରିଲା ବଇଁଶୀ ବାଜୁଅଛି ଥିରିଥିରି…

Continue Readingପ୍ରଣୟ ୠତୁ
Read more about the article ଅଭିଶପ୍ତ ପ୍ରେମିକ
ଅଭିଶପ୍ତ ପ୍ରେମିକ

ଅଭିଶପ୍ତ ପ୍ରେମିକ

ମଧୁଶାଳା ଏବେ ମୋ ନୂଆ ଠିକଣା ମଦିରା ମୋ ପ୍ରିୟତମା ନିଶାସକ୍ତ ସାଜି ବିରହରେ ଭିଜି ଖୋଜେ ତୁମ ପରିସୀମା ॥ ଛଳନା ଛୁରୀରେ କ୍ଷତାକ୍ତ କରିଲ ଆଖିରୁ ଝରେ ରୁଧିର ବିଷଧର ପ୍ରାୟେ ଦଂଶନ କରିଲ ମରୁଛି ମୁଁ ବାରବାର…

Continue Readingଅଭିଶପ୍ତ ପ୍ରେମିକ