Read more about the article ଜହ୍ନ
Odia Poem Janha (ଜହ୍ନ) by Nibedita Mohapatra

ଜହ୍ନ

ଜହ୍ନ ଗୋ ତୁମେ ଦିଗନ୍ତ ବିସ୍ତାରୀ ନିଳାଭ ଗଗନେ ରହି ବ‌ଉଦ କୋଳୁ ବିତରି ଜ୍ୟୋତ୍ସ୍ନା ଉଜ୍ଜ୍ୱଳ କର ଏ ମହି । ବିଭାବରୀ କୋଳେ ତାରକା ମେଳେ ଖେଳୁଥାଅ ଲୁଚକାଳି ଅପରୂପ ସେ କମନୀୟ ରୂପ ଅନ୍ଧାରେ ଉଠ‌ଇ ଝଳି…

Continue Readingଜହ୍ନ
Read more about the article ଆସ ବୁଲିଯିବା ରଥଯାତ୍ରା
Odia Poem Asa Bulijiba Rathajatra (ଆସ ବୁଲିଯିବା ରଥଯାତ୍ରା) by Nibedita Mohapatra

ଆସ ବୁଲିଯିବା ରଥଯାତ୍ରା

ଅଣସର ପିଣ୍ତି ଲୀଳା ଗଲାଣି ସରି ଆଡ଼ପ ମଣ୍ତପକୁ ବିଜେ ହେବେ ଶ୍ରୀହରି ଭାଇ ଭଗ୍ନୀ ଦୁହିଁଙ୍କୁ ନିଜ ସାଙ୍ଗରେ ଧରି ନବଦିନ ପାଇଁ ଆଜି ଯିବେ ସେ ବାହାରି ॥ ଗୋପାଳ ବଲ୍ଲଭ ଖେଚୁଡ଼ିକୁ ଖାଇ ଦେଇ ରତ୍ନ ସିଂହାସନୁ…

Continue Readingଆସ ବୁଲିଯିବା ରଥଯାତ୍ରା
Read more about the article ବାପା ଓ ପଦ୍ମମାଳାରେ ଜପ
Odia Story Bapa o Padmamalare Japa (ବାପା ଓ ପଦ୍ମମାଳାରେ ଜପ) by Nibedita Mohapatra

ବାପା ଓ ପଦ୍ମମାଳାରେ ଜପ

ବାପା, ଦୁନିଆରେ ମୋର ସବୁଠାରୁ ପ୍ରିୟ ମଣିଷ । ତାଙ୍କ ବିନା ମୋ ଜୀବନ ଅନ୍ଧାର । ମୋ ହେତୁ ପାଇବା ଦିନରୁ ମୁଁ ମୋ ବାପାଙ୍କ ପରି ମଣିଷଟିଏ ହେବାକୁ ଚାହିଁଚି । ଆଜି ବୟସର ଯୋଉ ସୋପାନରେ ମୁଁ…

Continue Readingବାପା ଓ ପଦ୍ମମାଳାରେ ଜପ
Read more about the article କୋମଳ କଳିକା
Odia Poem Komala Kalika (କୋମଳ କଳିକା) by Nibedita Mohapatra

କୋମଳ କଳିକା

ଛୋଟ କଳିକାଟି ଫୁଟିଥିଲା ଅଗଣା ବଗିଚାରେ ପବନରେ ଝୁଲି ଗାଉଥିଲା ସେ ଗୀତ ଆନନ୍ଦରେ ॥ (୧) ନିଷ୍କପଟ ହୃଦୟରେ ଧରି ମମତା ସ୍ନେହପ୍ରେମ ଅତୁଟ ବନ୍ଧନେ ବାନ୍ଧିଥିଲା ସଭିଙ୍କର ଜୀବନ ॥ (୨) ଛନ୍ଦ କପଟ ହିଂସାଦ୍ୱେଷର ଭେଦଭାବ ଦୂରେଇ…

Continue Readingକୋମଳ କଳିକା
Read more about the article ଅକ୍ଷୟ ତୃତୀୟା
ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

ବାରମାସେ ତେର ଯାତରା ପାଳିବା ହିନ୍ଦୁ ଧର୍ମ ପରମ୍ପରା, ସେଥି ଲାଗି ପ୍ରତି ମାସରେ ହୁଅଇ ସୁସଜ୍ଜିତ ଏହି ଧରା ॥ ଆଦ୍ୟ ମାସର ଏ ପବିତ୍ର ବେଳାରେ ଜନେ ହୋଇ ଏକତ୍ରିତ, ପାଳନ୍ତି ପରବ ମହା ଆନନ୍ଦରେ ସର୍ବେ ହୋଇ…

Continue Readingଅକ୍ଷୟ ତୃତୀୟା