Read more about the article ତାଳପଦେଶ୍ୱରୀ
Odia Poem Talapadeswari (ତାଳପଦେଶ୍ୱରୀ) by Biswajyoti Mohanty

ତାଳପଦେଶ୍ୱରୀ

ବୋଧହୁଏ ଗୋଟେ ଯୁଗ ପରେ, ସମୟର ବିପରୀତେ, ସାହସ ଜୁଟାଇ ହଜିବାକୁ, ଯାଇଥିଲି ଏକାନ୍ତରେ ଖୋଜିବାକୁ, ନିରେଖିବାକୁ, ଟିକେ ଛୁଇଁବାକୁ, ସୌଧ ଯାହା ଗଢ଼ିଯାଇଥିଲ ହାତ ଧରି, ମୋ ଶ୍ୱାସର ଉତ୍ତେଜନାକୁ ପ୍ରଶାନ୍ତ କରି, ଜଳୁଛି ଜାଗର ମହାଦୀପର ଲେଲିହାନ ଶିଖା…

Continue Readingତାଳପଦେଶ୍ୱରୀ
Read more about the article ପ୍ରଣୟ ସନ୍ତକ
ପ୍ରଣୟ ସନ୍ତକ

ପ୍ରଣୟ ସନ୍ତକ

ସବୁ ନାରୀ ମିଛିମିଛିକା ବାଲିଘର ଖେଳିବା ସମୟରୁ ହିଁ ସ୍ୱପ୍ନ ଦେଖନ୍ତି ସୁନାର ସଂସାରଟିଏ ଗଢ଼ିବାକୁ । ଯେଉଁଠି ଥିବ ଖାଲି ମନର ମଣିଷଟିଏ, ଆଉ ତା' ଚାରିପାଖର ପରିବେଶ । ତାକୁ ହିଁ ନିଜର ସଂସାର ମାନିନେଇ ଜୀବନ କାଟିବାକୁ…

Continue Readingପ୍ରଣୟ ସନ୍ତକ