ଅଢ଼ଁର୍‌ରା ମାଏଝି ଭେଦ୍‌

ଅଢ଼ଁର୍‌ରା ମାଏଝି ଭେଦ୍‌

ଯାହାକେ ଦେଇଛ ମାଏପୋ ନାଆଁ ବୁଝି ବୁଝେଇ କହ ଶଶୁରର୍‌ ଝି, ଶଲାର୍‌ ବହେନ୍‌ ଆଏ କି ନୁହେ ବୁଆ ମାଆଁର୍‌ ବହ? କନିଆଁକେ ଧରି ଦୁନିଆ ବୁଲ୍‌ସନ୍‌ ପାସ୍‌ରି ଗାଆଁ ଘର୍‌ ଛୁଆର୍‌ ମାଆକେ ନାଇଁ ପଚ୍‌ରାନ୍‌ ଇମାନେ କେନ୍‌ତା ବର୍‌? ପତ୍ନୀକେ ସୁଖ୍‌ଦାୟିନୀ ଭାବ୍‌ଲେ ହେସି ସବୁ ଗଡ଼୍‌ବଡ଼୍‌ ଝି ବହେନ୍‌ ବହ ମାଆଁ ଆଏ ସେ କାଁଯେ ହେସ ଅପଡ଼୍‌ ? ଭାର୍ଯାକେ ‘ ବାହାର୍‌ ଯା ‘ କହିଦେଲେ ନାଇଁହୁଏ ଜନେ…

ଅଧିକ ପଢ଼ନ୍ତୁ
ଅଭିରନ୍‌ କଥା

ଅଭିରନ୍‌ କଥା

ଅଜାନ୍‌ତିକେଁ ବି ଅଭିରନ୍‌ କଥା ଆଲ୍‌ମାଲ୍‌ ଟୁଁଡ଼ୁ ବୁଚ୍‌ଡ଼ି ଗଲେ ସଦ୍‌ଭାବ୍‌ କେନ୍‌ତା ରକ୍‌ମେ ଜାନିଛୁଁ ଯାଏସି ବିଗ୍‌ଡ଼ି ଫେରି ବି କେହି ନାଇଁ କହେବାର୍‌ ନାପି ତଉଲି କଥା ହେଥିର୍‌ ଲାଗି ତ ଶୁନ୍‌ଲା ଲୋକ୍‌ ହଉଥିସି ବିତ୍‌ବିତା ରାଂଧ୍‌ଲା ବେଲେ ତ ଚାଉଲ୍‌ନୁ ଗୁଢି ବାଛି ଦଉଥିସୁଁ ଫିକି କହେଲା ବେଲ୍‌କେ ନାଇଁ ବାଛି ନିଛି କଥା ଯାଉଥିସୁଢ଼ଁ ବକି ଏତେ ବକ୍‌ବକ୍‌ ହଉଥିଲେ ତ ନାଇଁପଡ଼େ ତାର୍‌ ପ୍ରଭାବ୍‌ ରଡ଼ି ଛାଡ଼୍‌ତେଲ୍‌ ମାଗୁଥିଲେ…

ଅଧିକ ପଢ଼ନ୍ତୁ
ଆସିଛି ଏମିତି ବେଳ

ଆସିଛି ଏମିତି ବେଳ

ନିଜେ ସହି ଭୋକ ଶୋଷ ଯେଉଁ ଲୋକ ଦିଏ କାହା ପେଟ ପୂରେଇ ତା’ ହାତରୁ ଖାଇଥାଏ ଯେଉଁ ଲୋକ ଗୋଡ଼ରେ ବି ପାରେ ଖୁରେଇ ଏମିତି ହୋଇଛି ସମୟ ଏଇନେ କେହି କରେନାହିଁ ସ୍ବୀକାର ଉପକାରୀ ଯେତେ ଚିହ୍ନା ଲୋକଂକୁ କରୁଥାଏ ଧିକ୍‌କାର କଥା ତ ପଳାଏ ପବନରେ ଉଡ଼ି ଲେଖା ରହିଥାଏ ପଡ଼ି କେହି ମାନେନାହିଁ କାହାର ବୋଲ ଯେତେ ଛାଡ଼ିଲେ ବି ରଡ଼ି ଶିକ୍ଷା ଶାସନ ବିଚାର ସାହିତ୍ୟ ହେଲାଣି ଶବ୍ଦଖେଳ ଭାବନା…

ଅଧିକ ପଢ଼ନ୍ତୁ
ଅସଜଡ଼ା କଥା

ଅସଜଡ଼ା କଥା

ଅଜାଣତରେ ବି ଅସଜଡ଼ା କଥା ଦୈବାତ୍‌ ପାଟିରୁ ଖସି ଗଲେ, ସଦ୍‌ଭାବ୍‌ କେଉଁ ପ୍ରକାରେ ଜାଣିଛୁଁ, ବିଗିଡ଼େ ବେଶି ତେବେ ସୁଦ୍ଧା କେହି କହୁନାହାଂତି ମାପିଚୁପି କେଉଁ କଥା ସେଇଥିପାଇଁ ତ ଶୁଣୁଥିବା ଲୋକ ଭୋଗୁଥାଏ ହୀନସ୍ତା ରାଂଧିବା ବେଳେ ତ ଚାଉଳରୁ ଗୋଡ଼ି ବାଛି ଦେଇଥାଊଢ଼ଁ ଫିଂଗି କହିବା ବେଳକୁ ବଦଳାଉନାହିଁ ଥରେ ବି ବଚନ ଭଂଗି ଏତେ ବକ୍‌ବକ୍‌ ହେଉଥିଲେ ତ ପଡ଼େନାହିଁ ତାର ପ୍ରଭାବ ରଡ଼ି ଛାଡ଼ି ଖାଲି ଦାବି କରୁଥିଲେ ହଟି…

ଅଧିକ ପଢ଼ନ୍ତୁ
ଗୁଡ଼ି

ଗୁଡ଼ି

ଚଇତିର ଉଦୁଉଦିଆ ମଧ୍ୟାହ୍ନ । ଛୋଟ ପିଲାମାନଙ୍କ ଗୁଡ଼ି ଉଡ଼ା ଆନନ୍ଦ; ନା ଖରା ନା ତରା, କିଛି ମାନେନି ସେ ଅମାନିଆ ବୟସ ! ହଷ୍ଟେଲ ଝରକାରୁ ମୁଁ ସବୁଦିନ ଏଇ ପିଲାମାନଙ୍କ ଗୁଡ଼ି ଉଡ଼ାଇବା କୌଶଳକୁ ନେଇ ତର୍ଜମା କରିଥାଏ । କେମିତି ଗୁଡ଼ି ଉଠିଲା, କେମିତି କାନି ଖାଇ ଖସିଲା ଓ କେମିତି ଗୁଡ଼ିକୁ ଗୁଡ଼ି କାଟିଦେଲା ଇତ୍ୟାଦି ଇତ୍ୟାଦି.. । ଆଜି କିନ୍ତୁ ନୀଳ ଆକାଶକୁ ଚାହିଁ ଅନାବନା ଭାବନାରେ ମଜ୍ଜି ଯାଇଥିଲି । ପ୍ରାୟ ୧୪ ବର୍ଷ…

ଅଧିକ ପଢ଼ନ୍ତୁ