ଅଭିରନ୍ କଥା
ଅଜାନ୍ତିକେଁ ବି ଅଭିରନ୍ କଥା ଆଲ୍ମାଲ୍ ଟୁଁଡ଼ୁ ବୁଚ୍ଡ଼ି ଗଲେ ସଦ୍ଭାବ୍ କେନ୍ତା ରକ୍ମେ ଜାନିଛୁଁ ଯାଏସି ବିଗ୍ଡ଼ି ଫେରି ବି କେହି ନାଇଁ କହେବାର୍ ନାପି ତଉଲି କଥା ହେଥିର୍ ଲାଗି ତ ଶୁନ୍ଲା ଲୋକ୍ ହଉଥିସି ବିତ୍ବିତା ରାଂଧ୍ଲା ବେଲେ ତ ଚାଉଲ୍ନୁ ଗୁଢି ବାଛି ଦଉଥିସୁଁ ଫିକି କହେଲା ବେଲ୍କେ ନାଇଁ ବାଛି ନିଛି କଥା ଯାଉଥିସୁଢ଼ଁ ବକି ଏତେ ବକ୍ବକ୍ ହଉଥିଲେ ତ ନାଇଁପଡ଼େ ତାର୍ ପ୍ରଭାବ୍ ରଡ଼ି ଛାଡ଼୍ତେଲ୍ ମାଗୁଥିଲେ…

