ଅଜାନ୍ତିକେଁ ବି ଅଭିରନ୍ କଥା
ଆଲ୍ମାଲ୍ ଟୁଁଡ଼ୁ ବୁଚ୍ଡ଼ି
ଗଲେ ସଦ୍ଭାବ୍ କେନ୍ତା ରକ୍ମେ
ଜାନିଛୁଁ ଯାଏସି ବିଗ୍ଡ଼ି
ଫେରି ବି କେହି ନାଇଁ କହେବାର୍
ନାପି ତଉଲି କଥା
ହେଥିର୍ ଲାଗି ତ ଶୁନ୍ଲା ଲୋକ୍
ହଉଥିସି ବିତ୍ବିତା
ରାଂଧ୍ଲା ବେଲେ ତ ଚାଉଲ୍ନୁ ଗୁଢି
ବାଛି ଦଉଥିସୁଁ ଫିକି
କହେଲା ବେଲ୍କେ ନାଇଁ ବାଛି ନିଛି
କଥା ଯାଉଥିସୁଢ଼ଁ ବକି
ଏତେ ବକ୍ବକ୍ ହଉଥିଲେ ତ
ନାଇଁପଡ଼େ ତାର୍ ପ୍ରଭାବ୍
ରଡ଼ି ଛାଡ଼୍ତେଲ୍ ମାଗୁଥିଲେ କେଭେଢ଼ଁ
ହଟି ନାଇଁଯାଏ ଅଭାବ୍