ସମ୍ପର୍କ
ହାତ ଧରି ମୁହିଁ ବାହା ହୋଇ ଅଛି ହେଇ ପାରିବିନି ପର ପୁଅ ବୋହୂ ସିନା ହେଲେ ନିରିଦୟ କରିଦେଲେ ସାତ ପର । ଦୁଃଖ ଯାତନାକୁ ଆପଣାର କରି କାଟିବା ଆମରି ଦିନ ସ୍ନେହ, ପ୍ରେମ, ତ୍ୟାଗ ବିଶ୍ୱାସ ଭରସା ରଖିବି ମୁଁ ପ୍ରତିଦିନ ॥ ବିନତି କରୁଛି ଶୁଣହେ ଠାକୁରେ ସୁଖରେ ରଖିବ ତାଙ୍କୁ ଯାତନାରେ ଆମେ ରହିଛୁ ରହିବୁ ଭୁଲିବୁନି ସମ୍ପର୍କକୁ ॥

