ଅଷ୍ଟମରଙ୍ଗ
୧ – ବାପା ତମେ ଆଉ ଆଗ ଭଳି ବେଶୀ କାଇଁ ହଷ୍ଟେଲ ଆଡେ ଆସୁନା? – ଏଇ ଟିକେ କାମରେ ବ୍ୟସ୍ତ ରହି ଯାଇଥିଲି ତ ! – ଚାଲ ଲୁଚକାଳି ଖେଳିବା ସବୁଥର ଭଳି ! – ହଉ ! ମୁଁ ଆଖି ବୁଜୁଛି ତୁ ଲୁଚେ – ହେଇ ଗଣିବା ଆରମ୍ଭ କରିଲି ୧,୨,୩,୪…. – ବହୁତ ସମୟ ପରେ ଝିଅ ବାପାଙ୍କୁ ଖୋଜି ଖୋଜି ଆସି ପହଞ୍ଚିଲା । – ବାପା ତମେ ଠକ। ମୋତେ ଖୋଜିବାକୁ…

