jagannath-prema

ଜଗନ୍ନାଥ ପ୍ରେମ

ପଙ୍କିଳ ଶରୀରୁ ପଙ୍କପକ୍ଷୀ ଜନ୍ମି ନଲାଗେ ତନୁରେ ପଙ୍କ, ପାପଗୃହେ ସତ୍ୟ ମାନବେ ଖୋଜିଲେ ନାଶ ହେବ କଳିଅଙ୍କ ।୧। ନୋହିଲେ ଧନରେ ନିଜେ ନାଶ ଯିବା ଜନମିବ କଳିପୁତ୍ର, ମହାକଳି ରୂପ ଧାରଣ କରିବ ନେଇ ଅଗ୍ନି-ବାୟୁ ମିତ୍ର ।୨। ସମୀର ବହୁଛି ଅଗ୍ନି ଯୋଗ ହୋଇ କଳି ଛାଡ଼ୁଅଛି ରବ, ଦେଖୁ ଦେଖୁ ଲୋକ ମରି ପଡୁଛନ୍ତି ଅଂଶୁଘାତେ ଲିନ ଶବ ।୩। ସଞ୍ଚରୁଛି ଏଠି ଅନେକ ରାକ୍ଷସ ଜିଅନ୍ତା ଜଳୁଛି ଶବ, ବାପ ପୁଅ କଳି ନୋହୁଛି…

ଅଧିକ ପଢ଼ନ୍ତୁ
Simanta Sindura

ସୀମାନ୍ତ ସିନ୍ଦୁର

ଅବିରକୁ ପଥ ଚାହେଁ ଅଦୃଶ୍ୟ ପ୍ରତିମା ମୋ ପ୍ରିୟତମା ॥ ନିଜକୁ ଭସାଇ ଭାସି ଜଳି ଚାଲେ ନିର୍ବାକ ଫଗୁଣେ ମନର ଅତଳ ତଳେ ତା’ ସବନ୍ୟା ବିଜୁଳି ଝରଣ ଅଧରର ଅଦେଖା ଚପଳତା ମୁକର ବଂପିତ ଭାଷା ମାଟିର ପ୍ରତିମା କିସେ ଅବା ସବୁଜିମା ମୋ ପ୍ରିୟତମା ॥ ନିଜେ ନିଜକୁ ମୁଁ ଚିରି ତା’ ପାଇଁ ଗଢ଼ିତୋଳିଛି ଶଙ୍ଖା ଚୁଡ଼ି ମୁଦି ଓ ପାଉଁଜି ମଥାମଣି, ଓଡ଼ିଆଣୀ ରକ୍ତର ନିଗାଡ଼ି ରଙ୍ଗ ଅଳତା ତା’ ପାଦେ ମୁଁ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 6th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଷଷ୍ଠ ସମ୍ପାଦକୀୟ

ଏ ଦୁନିଆର ପ୍ରାୟତଃ ସଭିଏଁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ଆଉ ଏ ବ୍ୟସ୍ତବହୁଳ ଦୁନିଆରୁ ତାଙ୍କୁ ଟିକିଏ ଦୂରେଇ ଯିବାକୁ ହେଲେ ଅଧିକାଂଶ ମନୋରଞ୍ଜନ କରିବାକୁ ଗୀତ ଶୁଣନ୍ତି, ନାଟକ, ଫିଲ୍ମ ଇତ୍ୟାଦି ଦେଖନ୍ତି । ଏବେ ବୋଧେ ବିଶ୍ୱର ସବୁଠାରୁ ଅଧିକ ଆୟ କରୁଥିବା ଜିନିଷ ମଧ୍ୟରେ ଫିଲ୍ମ ଆଗରେ ଆସିବ । କଥାଚିତ୍ରର ରୂପରେଖ ଧୀରେଧୀରେ ବଦଳି ଆସିଛି ଆଉ ଏବେ ପ୍ରାୟ ଅନେକ ଜାତୀୟ ତଥା ଆଞ୍ଚଳିକ ଭାଷାରେ ଫିଲ୍ମ ନିର୍ମାଣ ହେଉଛି । ସେହି…

ଅଧିକ ପଢ଼ନ୍ତୁ
Ganjam Danda Jatra

ଦଣ୍ଡ ଯାତ୍ରା

“ବାର ମାସରେ ତେର ପର୍ବ” କଥାଟି ରହିଆସିଛି ଆମ ପୂର୍ବପୁରୁଷଙ୍କ ଅମଳରୁ । ଓଡ଼ିଆମାନଙ୍କର ବାରମାସରେ ତେର ପର୍ବ । ସେଇ ପର୍ବମାନଙ୍କୁ ନେଇ ତ ଜଣେ ଓଡ଼ିଆ ଗର୍ବ କରେ । ଓଡି଼ଶା ଭିତରେ ହେଉ କି ଓଡି଼ଶା ବାହାରେ ଓଡି଼ଆ ପୁଅ କେବେ ତା’ର ପରମ୍ପରାକୁ ଭୁଲିଯାଏନି । ରଜ ପର୍ବଠାରୁ ଆରମ୍ଭ କରି ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା, ଶୀତଳ ଷଷ୍ଠିରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ବିବାହ ଉତ୍ସବ ଆଦି । ଦୀପାବଳିରେ, “ବଡ଼ ବଡ଼ୁଆ ହେ ! ଗଙ୍ଗା…

ଅଧିକ ପଢ଼ନ୍ତୁ
nile-nadire-naubihara

ନୀଳନଦୀରେ ନୌବିହାର

ଇତିହାସକୁ ଗପ ଭାବରେ ପଢ଼ିଲେ ବୁଝିବାକୁ ଭାରି ସହଜ ହୁଏ । ଆଉ ଯେତେଦୂର ମୋର ମନେପଡ଼ୁଛି, ଏହାକୁ ବିଷୟ ଭାବେ ଷଷ୍ଠ କି ସପ୍ତମ ଶ୍ରେଣୀରେ ପ୍ରଥମଥର ପାଇଁ ପଢ଼ିବାକୁ ପଡ଼ିଥିଲା । ମୋଗଲ ଶାସନ, ବିଶ୍ୱଯୁଦ୍ଧ ଓ ସ୍ୱାଧୀନତା ସଂଗ୍ରାମ ବିଷୟରେ ପଢ଼ି ଭୟ ଲାଗୁଥିଲା କେମିତି ଏସବୁ ଘଟଣାର ମସିହା ମନେରଖି ପରୀକ୍ଷାରେ ଲେଖିବା । କିନ୍ତୁ ଯେତେବେଳେ ମହେଞ୍ଜୋଦାର ଓ ହରପ୍ପା ଭଳି ସଭ୍ୟତା ବିଷୟରେ ପଢ଼ିବାକୁ ପଡ଼ିଲା, ସେବେ ଭାରି ରୋମାଞ୍ଚକର ଲାଗିଲା । ସବୁଠାରୁ…

ଅଧିକ ପଢ଼ନ୍ତୁ