ସୀମାନ୍ତ ସିନ୍ଦୁର
ଅବିରକୁ ପଥ ଚାହେଁ ଅଦୃଶ୍ୟ ପ୍ରତିମା ମୋ ପ୍ରିୟତମା ॥ ନିଜକୁ ଭସାଇ ଭାସି ଜଳି ଚାଲେ ନିର୍ବାକ ଫଗୁଣେ ମନର ଅତଳ ତଳେ ତା’ ସବନ୍ୟା ବିଜୁଳି ଝରଣ ଅଧରର ଅଦେଖା ଚପଳତା ମୁକର ବଂପିତ ଭାଷା ମାଟିର ପ୍ରତିମା କିସେ ଅବା ସବୁଜିମା ମୋ ପ୍ରିୟତମା ॥ ନିଜେ ନିଜକୁ ମୁଁ ଚିରି ତା’ ପାଇଁ ଗଢ଼ିତୋଳିଛି ଶଙ୍ଖା ଚୁଡ଼ି ମୁଦି ଓ ପାଉଁଜି ମଥାମଣି, ଓଡ଼ିଆଣୀ ରକ୍ତର ନିଗାଡ଼ି ରଙ୍ଗ ଅଳତା ତା’ ପାଦେ ମୁଁ…

