ପ୍ରାଗ୍: ମୋ ସ୍ମୃତି ମୋ ଅନୁଭୂତି
ଏମିତିରେ ଲୋକମାନେ ଛୁଟି କଟାଇବାକୁ ଭଲ ଭଲ ସହର ଚୟନ କରିଥାନ୍ତି । ମୋ କ୍ଷେତ୍ରରେ ଏମିତି ଏକ ସୁନ୍ଦର ସହରକୁ ଉଚ୍ଚଶିକ୍ଷା ପାଇଁ ଯିବାର ସୁଯୋଯ ମିଳିଥିଲା । ଆସିବା ପୂର୍ବରୁ ଅବଶ୍ୟ ମୋର ବନ୍ଧୁମାନଙ୍କଠାରୁ ପ୍ରାଗ୍ ବିଷୟରେ ବହୁତ କିଛି ଶୁଣିଥିଲି । ଆସିବା ପରେ ଓ ମୋର ରହଣି ଭିତରେ ଏହି ସହର, ଏହାର ଇତିହାସ, ଏହାର ଲୋକମାନେ ଓ ତାଙ୍କ ଚାଲିଚଳନ ବିଷୟରେ ଅତି ନିକଟରୁ ଜାଣିବାର ସୁଯୋଗ ମିଳିଥିଲା । ପ୍ରାଗ୍, ଇଉରୋପ ମହାଦେଶରେ ଅବସ୍ଥାପିତ…

