ଅକ୍ଷୟ ତୃତୀୟା
ଚାଷୀ ଆଜି କରେ ପୂଜା ର ଆଳତୀ କ୍ଷେତ ଉପରକୁ ଯାଇ॥ ରଥ ଗଢ଼ା କାର୍ଯ୍ୟ ଆରମ୍ଭ ହେବ ହେ ଧାଇଁ ଆସ ପଣ୍ଡା ଭାଇ.. ଛାଡ଼ ହେ ଫନୀକୁ ଡାକ ହେ ଜଗନ୍ନାଥଙ୍କୁ ଭଲରେ ଭଲରେ ରଥ କାମ ହେଉ ନ ଆସୁ ବାତ୍ୟା ନ ରହୁ ତାଣ୍ଡବ ଶ୍ରୀହୀନ ଶ୍ରୀକ୍ଷେତ୍ର ପୁଣି ଭରି ଉଠୁ ସବୁଜିମାରେ ପୁଣି ଥରେ ଖେଳୁ ସାଗର ହସି ହସି ନ ଶୁଭୁ କରାଳ ଗର୍ଜନ ସବୁ ଭକ୍ତଙ୍କ ଭିଡ଼…

