You are currently viewing ବହିର୍‌ ସମିଆ
ବହିର୍‌ ସମିଆ

ବହିର୍‌ ସମିଆ

ବହିର୍‌ ସମିଆ ସରିବସ୍‌ଲାନ
ବଁଚି ରହିଛେ ଲେଖା
କାଗଜ୍‌ ଛାଡ଼ି ପର୍‌ଦା ଉପରେ
ଦଉଛେ ଜହ ଦେଖା

କେହି ନାଇଁପାରେ କେଭେଁ କରି
ବହିର୍‌ ମୁଡ଼୍‌କାଟ୍‌
ଆକାର୍‌ ପ୍ରକାର୍‌ ବଦ୍‌ଲି ଗଲାନ
ସେନ୍‌ତେଇ ଅଛେ ପାଠ୍‌

ଗୁଟେ ଠାନେ ଯେନ୍‌ ପାଠକ୍‌ ନୁର୍‌ସି
ଭାବ୍‌ ବିଚାର୍‌ ଜ୍ଞାନ୍‌
ଯେନ୍‌ତେଇ ହଉ ପାଠ୍‌ ପାଏସି
ବଢ୍‌ସି ତାହାର୍‌ ମାନ୍‌

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।