ସ୍ବାଧୀନ୍ ପାଠକ୍
କେଭେଁ କେନ୍ତା ଘିନା ହଉଥିସି ହଜାର୍ ହଜାର୍ ବହି କେନ୍ ଗୁଟେ ଠାନେ ବଂଧା ହେଇ ଥିସନ୍ ସବୁ ରହି ମନ୍ ଥିଲେ ବି ପାଠକ୍ ଜନେ ଗୁଟେ ବି ନାଇଁପାଇ ପାଠାଗାର୍ନୁ ଫିରିଆଏସି ବଡ଼ା ଦୁଖ୍ମନା ହେଇ କାଁକରି ବଏଲେ ବୁଦ୍ଧିଆଲ୍ମାନେ ବହି ସବୁ ଥିସନ୍ ବାଛି ଜନେ ବି ନାଇଁ ଯାହାର୍ ମନେ ଥିସି ବହିପଢା ରୁଚି ଇନ୍ତା ଢଂଗେ ବହି ଘିନାହେଲେ ନାଇଁମିଲେ ଉପ୍କାର୍ ସ୍ବାଧୀନ୍ ପାଠକ୍ ନାଇଁ ପାଇପାରେ ବହିପଢା ଅଧିକାର୍…

