ସ୍ବାଧୀନ ପାଠକ

ସ୍ବାଧୀନ ପାଠକ

କେବେ କେମିତି କିଣା ହୋଇଥାଏ ହଜାରହଜାର ବହି କେଜାଣେ କେଉଁଠି ବଂଧାହୋଇ ଥାଆଂତି ସବୁ ରହି ମନ ଥିଲେ ବି ପାଠକ ଜଣେ ଗୋଟିଏ ବି ପାଏନାହିଁ ପାଠାଗାର୍‌ରୁ ଫେରି ଆସିଥାଏ ଖୁବ୍ ଦୁଃଖମନା ହୋଇ କାହିଁକି ନା ସବୁ ବୁଦ୍ଧିଆଳଗଣ ବହି ଥାଆଂତି ବାଛି ଜଣେ ବି ନାହିଢ଼ଁ ଯାହାର୍‌ ମନେ ଥାଏ ବହିପଢା ରୁଚି ଏହି ଢଂଗରେ ବହି କିଣାହେଲେ ମିଳେନାହିଁ ଉପକାର ସ୍ବାଧୀନ ପାଠକ ପାଇପାରେ ନାହିଢ଼ଁ ବହିପଢା ଅଧିକାର ବ୍ୟକ୍ତି ଉପରେ…

ଅଧିକ ପଢ଼ନ୍ତୁ
ଅଧା ପାଗଳର କମାଲ୍ କଥା

ଅଧା ପାଗଳର କମାଲ୍ କଥା

ଏଇ ଦିନ ୧୧ଟା ପାଖା ପାଖି ହେବ । ଅଧା ପାଗଳଟା ହଠାତ୍ ଆମ ଘର ଭିତରକୁ ପଶିଆସି ନମସ୍କାରଟେ ଫୋପାଡ଼ି ଦେଇ ଫାଙ୍କା ଥିବା ଗୋଟେ ଚେୟାର୍‌ରେ ବସିପଡ଼ିଲା । ମୁଁ ପଚାରିଲି, “କ’ଣ ଆଉ ସବୁ ଭଲ ତ?” ଉତ୍ତରରେ ସେ କହିଲା, “ହଁ ସାର୍ ସବୁ ଭଲ । ଏମିତି ଟିକେ ଆପଣଙ୍କୁ ଦେଖା କରିବାକୁ ଆସିଲି ।” ପାଖରେ ଆଉ ଗୋଟେ ଚେୟାରରେ ମୋ ବୋଉ ବସିଥାଏ । ଶୀତ ଦିନ ହେତୁ ତାକୁ ଚାହା ଦେବା ଠିକ୍…

ଅଧିକ ପଢ଼ନ୍ତୁ
ଗାଆଁର୍‌ ମହକ୍‌

ଗାଆଁର୍‌ ମହକ୍‌

ପୂରା ଗାଆଁ ରହୁଥିଲା ମହକି ନାକ୍‌ ପାରୁଥିଲା ଚାଖି ପୂର୍‌ନି ବଁଧର୍‌ ପଦମ୍‌ ଫୁଲ୍‌ ସଭେ ଶୁଁଘୁଥିଲୁଁ ଦେଖି ଆମ୍‌ ବୁରେଇର୍‌ ନୂଆଁ ବଉଲ୍‌ ନାକ୍‌ ଦଉଥିଲା ରୁଁଧି ମିର୍‌ଚା ଲେସୁନ୍‌ ପର୍‌ଝା ଶୁଢ଼ଁଘ୍‌ଲେ ଆଏଁଖ୍‌ ଦଊଥିଲା କାଁଦି ଚଂଦନ୍‌ ପେଡ଼ିର୍‌ ଅବ୍‌ଗା ବାସ୍‌ନା ପାରୁଥିଲୁଁ ଆମେ ମାଖି ମହକ୍‌ ସଂପଦ୍‌ ମିଲିଛେ ସମ୍‌କୁଁ ନାକ୍‌ ଆଏ ତାର୍‌ ସାକ୍ଷୀ ଗାଆଢ଼ଢ଼ଁ ଖୁଲି ବୁଲି ଖର୍‌ସି ଚୁତା ବେଟୁଥିଲା ଗୁଟେ ନନୀ ନିଜର୍‌ ହାତ୍‌କେ ପୁହୁରା କରି…

ଅଧିକ ପଢ଼ନ୍ତୁ
ସାତ୍‌ଟା ଶିଖାନି

ସାତ୍‌ଟା ଶିଖାନି

୧. ବଉଁଶ୍‌ ଜାତି ଧରମ୍‌ ସବୁ ହାର୍‌ଲେ ଜିତ୍‌ଲା କବାର୍‌ ସତ୍ୟ ବ୍ୟକ୍ତିର୍‌ ନୀତି ସ୍ବଦେଶ୍‌ ପ୍ରୀତି ମାନ୍‌ଲାଁ ଲେଖେଢ଼ଁ ତଥ୍ଯ ୨. ଗାଲି ଶୁନି କେହି ନାଇଁଯାଏ ଦବି ସଭେ ପାର୍‌ଲାଁ ଦେଖି ବିରୋଧ୍‌ ଲାଗି ବିରୋଧ୍‌ କଲେଁ ଲୁକେ ରହେସନ୍‌ ସାକ୍ଷୀ ଜଲ୍‌ଦି ଦେସନ୍‌ ଫିକି ୩. ନିଂଦା ଈର୍ଷା କୁତ୍ସା ସବୁ ଗଲେ ହାରି ଘାଏକେ ଲୁକେ ଇ ସବୁ ଦେଲେ ଝାରି ୪. ପ୍ରାଦେଶିକ୍‌ ନେତା ସାରା ଦେଶ୍‌ କଥା କହି…

ଅଧିକ ପଢ଼ନ୍ତୁ
ସାତଟି ଶିଖାଣ

ସାତଟି ଶିଖାଣ

୧. ବଂଶ ଜାତି ଧର୍ମ ସଭିଏଁ ହାରିଲେ ଜିଣିଲା କାମ ଓ ସତ୍ୟ ବ୍ୟକ୍ତିର ନୀତି ସ୍ବଦେଶ ପ୍ରୀତି ବିଶ୍ବାସଭରା ତଥ୍ଯ ୨. ଗାଳି ଶୁଣି କେହି ଦବି ଯାଏନାହିଁ ସଭିଏଁ ପାରିଲେ ଦେଖି ବିରୋଧ ପାଇଁ ବିରୋଧ କଲେ ଲୋକେ ରହଂତି ସାକ୍ଷୀ ବୁଝଂତି ସବୁ ଚାଲାକି ୩. ନିଂଦା ଈର୍ଷା କୁତ୍ସା ସବୁ ପଳାଇଲେ ଉଡ଼ି ଥରକେ ଲୋକେ ଏହି ସବୁ ଦେଲେ ଝାଡ଼ି ୪. ପ୍ରାଦେଶିକ ନେତା ସାରା ଦେଶ କଥା କହି…

ଅଧିକ ପଢ଼ନ୍ତୁ