ରଜ ଛୁଟି

ରଜ ଛୁଟି

ଗତବର୍ଷ ରଜ ସମୟର କଥା, ରଜକୁ ଆଉ ମାତ୍ର ଦୁଇଚାରି ଦିନ ବାକି ଥାଏ । ଆମ କମ୍ପାନୀର ସବୁ ଓଡ଼ିଆ ପିଲା କଥା ହେଲୁ କି ଏଥର ସମସ୍ତେ ମିଳିମିଶି ଆମ କମ୍ପାନୀ ମାଲିକଙ୍କୁ କହି କିଛି ଦିନ ଛୁଟି ନେଇ ଯାଇ ଗାଆଁରେ ରଜ ପାଳିବୁ । ତା’ପରେ ସମସ୍ତେ ମିଶି ମାଲିକଙ୍କ ପାଖକୁ ଯାଇ ଏଥର ରଜ ପାଇଁ ନିଜ ଇଛା ମୁତାବକ (ଦିନେ ବା ଦୁଇ ଦିନ) ଛୁଟି ପାଇଁ କହିଲୁ । କିନ୍ତୁ ସମସ୍ତେ…

ଅଧିକ ପଢ଼ନ୍ତୁ
କେତେ ଦିନକୁ ମନ

କେତେ ଦିନକୁ ମନ

କେତେ ଦିନକୁ ମନ କରୁ ତୁ’ରେ ଗରବ କରମ ଘେନି ଫଳ ଦେଉଛିରେ ଦଇବ । ଖଳ ଅଳସୁଆ ହୋଇ ବିତାଉ ତୁ ଦିନ ଖଟ ପଲଙ୍କେ ଶୋଇ ଦେଖୁ ମିଛ ସପନ । ଗର୍ଜନ କରୁ କେତେ ଦେଖାଇ ବାହାଦୁରି ଗଡ଼ ଜିଣିବା ପାଇଁ ସାଜୁରେ ତୁ ବଇରୀ । ଘନିଷ୍ଠତା ଭୁଲି ସ୍ୱାର୍ଥେ ଥାଉ ସଦା ରତ ଘୋଷଣା ସବୁ ମିଛ କରୁ ଅନବରତ । ଚବିଶ ଘଣ୍ଟା ରହୁ ତୁ ଧନ ଅରଜନେ ଚତୁର ବୁଦ୍ଧି କରି ଠକୁ…

ଅଧିକ ପଢ଼ନ୍ତୁ
ବାଟ୍‌

ବାଟ୍‌

ଘରୁ ବାହାରିଲେ ଦେଖ୍‌ସୁଁ ପଡ଼ିଛେ କେତ୍‌ନିକେତେ ବାଟ୍‌ ଉସାର୍‌ ସାଁକୁର୍‌ ଖାଲ୍‌ ଢିପ୍‌ ଭରା ବଁକା ଆଉର୍‌ ଛାଟ୍‌ ବାଟ୍‌ ସବୁ ଫେର୍‌ ଯୁଡ଼ାଯୁଡ଼ି ହେଇ ବନିଛେ ବାଟର୍‌ ଜାଲ୍‌ ଯେନ୍‌ ଆଡ଼୍‌କେ ଘିଚିହେସି ପାଦ୍‌ ସେହି ବାଟ୍‌ ମାଡ଼ି ଚାଲ୍‌ ବାଟ୍‌ ଦୁହି ତରେଁ ଘର୍‌ ଦୁକାନ୍‌ ବସିଛେ ବଡ଼୍‌କା ହାଟ୍‌ ଯେନ୍‌ ବାଟେ ଥିସି ଗଛର୍‌ ଗୁହୁଡ଼ି ଗୁଟେକେ ବି ନାଇଁ କାଟ୍‌ କାହିଁ ବି ଯିବାର୍‌ ନାଇଁଥିଲେ ମିଶେ ବାଟ୍‌କେ ଆଏସୁଁ ଚାଲି…

ଅଧିକ ପଢ଼ନ୍ତୁ
ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ ସ୍ୱଳ୍ପ ସମୟ ବ୍ୟବଧାନରେ ମନରେ ଥିବା ଅସୁମାରୀ ସ୍ୱପ୍ନଗୁଡ଼ାକ ପ୍ରସ୍ଫୁଟିତ ହେବାକୁ ଚାହିଁ ରହିଛନ୍ତି । ଏଇ ମାତ୍ର ଆରମ୍ଭ ତୁମ ସହ କିଛି ଦିନ ତଳେ ଦେଖା କେଇପଦ କଥା, କିଛି ଥଟ୍ଟାମଜା ଯେମିତି ଜନ୍ମ ଜନ୍ମାନ୍ତର ଲାଗି ଆପଣାର । ଏଇ ମାତ୍ର ଆରମ୍ଭ ଜୀବନକୁ ନୂଆ କରି ଗଢ଼ିବାର ଅଛି ସମୟର ଗତିପଥେ ଚାଲିବାର ଅଛି ଶେଷ ସମୟଯାଏଁ ଜୀବନକୁ ଭଲପାଇବାର ଅଛି । ଏଇ ମାତ୍ର ଆରମ୍ଭ ଜୀବନରେ ସବୁକିଛି ପାଇବାର…

ଅଧିକ ପଢ଼ନ୍ତୁ
ସ୍ମୃତି ଓ ସ୍ଥିତି

ସ୍ମୃତି ଓ ସ୍ଥିତି

ଜୀବନର ଶେଷ ସୋପାନରେ, ରହିଛି ତୁମ ଅପେକ୍ଷାରେ… କେମିତି ଭୁଲିଲ ସେଇ ଅଭୁଲା ଦିନ, ମୋ ସୁନା ଧନ….. ପ୍ରେମ କରିଥିଲି ଭିଜିବା ପାଇଁକି, ସମ୍ପୂର୍ଣ୍ଣ ଗଲି ମୁଁ ଭାସି… କେମିତି ବଞ୍ଚିବି ଦୁନିଆ ବୁକୁରେ, ତମ ଘୃଣାଭାବ ନେଇ… ବଞ୍ଚିବାର କଳା କଉଶଳେ ତମେ ଥିଲ ପାରଙ୍ଗମ… ତମ ତୁଲ୍ୟ କି କେବେ ହେଇପାରିବ ତମ ପ୍ରେମିକ ଅଧମ… ଭାବୁଥିଲି ଲକ୍ଷ୍ମୀ ଆସିଥିଲ ବୋଲି, ନକହି ଚାଲିଗଲ… ଆଶାକରେ ମାଆ ବିଚାର କରିବ, ହୋଇଯିବନି ନିର୍ଦ୍ଦୟ……

ଅଧିକ ପଢ଼ନ୍ତୁ