You are currently viewing ବାଟ୍‌
ବାଟ୍‌

ବାଟ୍‌

ଘରୁ ବାହାରିଲେ ଦେଖ୍‌ସୁଁ ପଡ଼ିଛେ
କେତ୍‌ନିକେତେ ବାଟ୍‌
ଉସାର୍‌ ସାଁକୁର୍‌ ଖାଲ୍‌ ଢିପ୍‌ ଭରା
ବଁକା ଆଉର୍‌ ଛାଟ୍‌

ବାଟ୍‌ ସବୁ ଫେର୍‌ ଯୁଡ଼ାଯୁଡ଼ି ହେଇ
ବନିଛେ ବାଟର୍‌ ଜାଲ୍‌
ଯେନ୍‌ ଆଡ଼୍‌କେ ଘିଚିହେସି ପାଦ୍‌
ସେହି ବାଟ୍‌ ମାଡ଼ି ଚାଲ୍‌

ବାଟ୍‌ ଦୁହି ତରେଁ ଘର୍‌ ଦୁକାନ୍‌
ବସିଛେ ବଡ଼୍‌କା ହାଟ୍‌
ଯେନ୍‌ ବାଟେ ଥିସି ଗଛର୍‌ ଗୁହୁଡ଼ି
ଗୁଟେକେ ବି ନାଇଁ କାଟ୍‌

କାହିଁ ବି ଯିବାର୍‌ ନାଇଁଥିଲେ ମିଶେ
ବାଟ୍‌କେ ଆଏସୁଁ ଚାଲି
ସମିଆ ସବୁକେ ଗୁଏଢ଼ଇଁ ଦେସୁଁ
ଇଠାନ୍‌ ସେଠାନ୍‌ ବୁଲି

ଗୁଟେ ଠାନେ ଯେ ଥାବେ ରହେସି
କର୍‌ସି ନିଜର୍‌ କାମ୍‌
ତାକେ ମିଲ୍‌ସି ସୁଖ୍‌ ସଂତୋଷ୍‌
କେଭେଁ କେନ୍‌ତା ଦାମ୍‌

ଲଟ୍‌କିଲା ଲୋକ୍‌ ଭଟ୍‌କେ ନାଇଁ
ରହିଥିସି ଘର୍‌ ଜଗି
ବାଟେଁ ଚାଲିଚାଲି ଘର୍‌ ଘର୍‌ ବୁଲି
ନାଇଁଯାଏ କିଛି ମାଗି

ଚତୁର୍ଧାମ୍‌ ବୁଲି କିଛି ନାଇଁମିଲେ
ଘର୍‌କେ ପଂଚମ୍‌ ଧାମ୍‌
ବନେଇ ପାର୍‌ଲେ ମୁନୁଷ୍‌ ପାଏସି
ଗୁର୍‌ଦୁଟେ ସୁନାମ୍‌

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।