ଜ୍ଞାନ୍‌ ନୁରା

ଜ୍ଞାନ୍‌ ନୁରା

ପଢାଲେଖା କଲେଁ ଜ୍ଞାନ୍‌ ନୁରିହେସି ମିଲ୍‌ସି ଘାଏ ଘାଏ କେନ୍‌ସି ଶାସ୍ତ୍ର ଗ୍ରଂଥ ବହି ନ ପୂରା ଜ୍ଞାନ୍‌ ନାଇଁ ଥାଏ ଜ୍ଞାନର୍‌ ଝାରେଁ ଢୁଡ଼୍‌ମେଇ ହେଇ ସାରି ଦଉଥିସୁଁ ବେଲ୍‌ ଭାଷା ସାଂଗେ ଲାଗି ଚଲେଇଥିସୁଁ ଜ୍ଞାନ୍‌ ନୁରାଖୁଜା ଖେଲ୍‌ ଜ୍ଞାନ୍‌ ବଦ୍‌ଲିସି ବଢ୍‌ସି ଛିଡ଼୍‌ସି ଯାଏସି ମନୁ ଲିଭି କେତେ ଜ୍ଞାନ୍‌ ଅଛେ ସାରା ସଂସାରେ କେହି ନାଇଁପାରି ଭାବି ଯାହାର୍‌ ଯେତ୍‌କି ଦର୍‌କାର୍‌ ଥିସି ସେ ସେତ୍‌କି ଖୁଜି ଜ୍ଞାନର୍‌ ଝାରୁଁ ପତର୍‌…

ଅଧିକ ପଢ଼ନ୍ତୁ
ରଜ ଛୁଟି

ରଜ ଛୁଟି

ଗତବର୍ଷ ରଜ ସମୟର କଥା, ରଜକୁ ଆଉ ମାତ୍ର ଦୁଇଚାରି ଦିନ ବାକି ଥାଏ । ଆମ କମ୍ପାନୀର ସବୁ ଓଡ଼ିଆ ପିଲା କଥା ହେଲୁ କି ଏଥର ସମସ୍ତେ ମିଳିମିଶି ଆମ କମ୍ପାନୀ ମାଲିକଙ୍କୁ କହି କିଛି ଦିନ ଛୁଟି ନେଇ ଯାଇ ଗାଆଁରେ ରଜ ପାଳିବୁ । ତା’ପରେ ସମସ୍ତେ ମିଶି ମାଲିକଙ୍କ ପାଖକୁ ଯାଇ ଏଥର ରଜ ପାଇଁ ନିଜ ଇଛା ମୁତାବକ (ଦିନେ ବା ଦୁଇ ଦିନ) ଛୁଟି ପାଇଁ କହିଲୁ । କିନ୍ତୁ ସମସ୍ତେ…

ଅଧିକ ପଢ଼ନ୍ତୁ
କେତେ ଦିନକୁ ମନ

କେତେ ଦିନକୁ ମନ

କେତେ ଦିନକୁ ମନ କରୁ ତୁ’ରେ ଗରବ କରମ ଘେନି ଫଳ ଦେଉଛିରେ ଦଇବ । ଖଳ ଅଳସୁଆ ହୋଇ ବିତାଉ ତୁ ଦିନ ଖଟ ପଲଙ୍କେ ଶୋଇ ଦେଖୁ ମିଛ ସପନ । ଗର୍ଜନ କରୁ କେତେ ଦେଖାଇ ବାହାଦୁରି ଗଡ଼ ଜିଣିବା ପାଇଁ ସାଜୁରେ ତୁ ବଇରୀ । ଘନିଷ୍ଠତା ଭୁଲି ସ୍ୱାର୍ଥେ ଥାଉ ସଦା ରତ ଘୋଷଣା ସବୁ ମିଛ କରୁ ଅନବରତ । ଚବିଶ ଘଣ୍ଟା ରହୁ ତୁ ଧନ ଅରଜନେ ଚତୁର ବୁଦ୍ଧି କରି ଠକୁ…

ଅଧିକ ପଢ଼ନ୍ତୁ
ବାଟ୍‌

ବାଟ୍‌

ଘରୁ ବାହାରିଲେ ଦେଖ୍‌ସୁଁ ପଡ଼ିଛେ କେତ୍‌ନିକେତେ ବାଟ୍‌ ଉସାର୍‌ ସାଁକୁର୍‌ ଖାଲ୍‌ ଢିପ୍‌ ଭରା ବଁକା ଆଉର୍‌ ଛାଟ୍‌ ବାଟ୍‌ ସବୁ ଫେର୍‌ ଯୁଡ଼ାଯୁଡ଼ି ହେଇ ବନିଛେ ବାଟର୍‌ ଜାଲ୍‌ ଯେନ୍‌ ଆଡ଼୍‌କେ ଘିଚିହେସି ପାଦ୍‌ ସେହି ବାଟ୍‌ ମାଡ଼ି ଚାଲ୍‌ ବାଟ୍‌ ଦୁହି ତରେଁ ଘର୍‌ ଦୁକାନ୍‌ ବସିଛେ ବଡ଼୍‌କା ହାଟ୍‌ ଯେନ୍‌ ବାଟେ ଥିସି ଗଛର୍‌ ଗୁହୁଡ଼ି ଗୁଟେକେ ବି ନାଇଁ କାଟ୍‌ କାହିଁ ବି ଯିବାର୍‌ ନାଇଁଥିଲେ ମିଶେ ବାଟ୍‌କେ ଆଏସୁଁ ଚାଲି…

ଅଧିକ ପଢ଼ନ୍ତୁ
ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ ସ୍ୱଳ୍ପ ସମୟ ବ୍ୟବଧାନରେ ମନରେ ଥିବା ଅସୁମାରୀ ସ୍ୱପ୍ନଗୁଡ଼ାକ ପ୍ରସ୍ଫୁଟିତ ହେବାକୁ ଚାହିଁ ରହିଛନ୍ତି । ଏଇ ମାତ୍ର ଆରମ୍ଭ ତୁମ ସହ କିଛି ଦିନ ତଳେ ଦେଖା କେଇପଦ କଥା, କିଛି ଥଟ୍ଟାମଜା ଯେମିତି ଜନ୍ମ ଜନ୍ମାନ୍ତର ଲାଗି ଆପଣାର । ଏଇ ମାତ୍ର ଆରମ୍ଭ ଜୀବନକୁ ନୂଆ କରି ଗଢ଼ିବାର ଅଛି ସମୟର ଗତିପଥେ ଚାଲିବାର ଅଛି ଶେଷ ସମୟଯାଏଁ ଜୀବନକୁ ଭଲପାଇବାର ଅଛି । ଏଇ ମାତ୍ର ଆରମ୍ଭ ଜୀବନରେ ସବୁକିଛି ପାଇବାର…

ଅଧିକ ପଢ଼ନ୍ତୁ