ଚମତ୍କାର୍ ଇ ତିହାର୍
ଚମତ୍କାର୍ ଇ ତିହାର୍ ନୁରା ନାଇଁ ଉପହାର୍ କାହାର୍ ଯାହାର୍ ତାହାର୍ ମନ୍ଘିନା ବ୍ୟବହାର୍ ଭେଦ୍ ଭାବ୍ ସଂହାର୍ ଖାଲି ଜିତ୍, ନାଇଁ ହାର୍ ନାଇଁ ଚାଂଦା ଭେଦା ଭାର୍ ସଭେ ସପରିବାର୍ ପୂର୍ବାପାତିର୍ ସଂସ୍କାର୍ ମାନସିକ୍ ଉପଚାର୍ ନାଇଁ ଶୁଭେ ହାହାକାର୍ ଉଭାନ୍ ସବୁ ଅନାଚାର୍ ଖୁଲା ମେଲା ଘର୍ ଦୁଆର୍ ସମ୍କୁଁ ସମାନ୍ ସତ୍କାର୍ ମାଟି ମାଆଁକେ ଜୁହାର୍ ଦେଇଚାଲିଛେ ଆହାର୍ କର୍ସି ଆଶା ସଂଚାର୍ କିଛି ନାଇଁହୁଏ ନାର୍ଖାର୍ ଫଏଲିବା ନୂଆଁ ବିଚାର୍…

