ଶବ୍ଦସ୍ୱତ୍ୱ
ଶବ୍ଦ ଉପରେ ମାଲିକାନା କେବେ ବି କାହାର ଥାଏନା ଶବ୍ଦ ଆମର କି ତାଂକର ଏ ଚିଂତା ଅଟେ ଅବାଂତର ଯେ କହେ, ଶବ୍ଦ ହୁଏ ତାର ଶବ୍ଦ ଉପରେ ଅଧିକାର ସର୍ବଦା ରହେ ସଭିଂକର କରିବା ଏ ସତ୍ୟ ସ୍ୱୀକାର ପବନ ସୂର୍ଯାଲୋକ ପରି ଶବ୍ଦ ବି ପାରୁଛି ସଂଚରି ଏ ଗତି ରୋଧିବାକୁ ଚେଷ୍ଟା ନ ଦିଏ କାହାକୁ ପ୍ରତିଷ୍ଠା ଶବ୍ଦର ମୁକ୍ତ ବିନିମୟ ଯୋଗୁଁ ହୁଏନା ଭାଷା କ୍ଷୟ ତେଣୁ ନ ହୋଇ…

