ବର୍ଷା ଛିଟା

ବର୍ଷା ଛିଟା

ଝରା ଶ୍ରାବଣର ବର୍ଷା ଠାରୁ ବେଶୀ ମିଠା ଏଇ ଝିପିଝିପି ବର୍ଷାର ଛିଟା । କଥାଠୁ ବେଶୀ ମନଛୁଆଁ ତମ ହାତ ଲେଖା ସେଇ ସବୁ ପ୍ରେମ କବିତା । ମିଳନ ଠାରୁ ବେଶୀ ସୁନ୍ଦରତା ତମ ମୋ ଭିତରର ଦୂରତା । ପ୍ରେମ ଠାରୁ ଢେର ମଧୁରତା ତମ ସହ ନିବିଡ଼ ବନ୍ଧୁତା । ଫୁଲ ଠାରୁ ବେଶ୍ ମନ ଲୋଭା ତମ ମୁଖ ମଣ୍ତଳର ଶୋଭା । ସେଥିପାଇଁ ତ କହେ ତମ ରୂପ ସୌନ୍ଦର୍ଯ୍ୟର ଆଗେ କୋଣାର୍କର ଭାସ୍କର୍ଯ୍ୟ ବି…

ଅଧିକ ପଢ଼ନ୍ତୁ
କେତେ ବ୍ୟସ୍ତ ଏ ଜୀବନ

କେତେ ବ୍ୟସ୍ତ ଏ ଜୀବନ

ଆଗକୁ ବିଶ୍ଵକର୍ମା ପୂଜା, ସେଥିପାଇଁ ବୋଧହୁଏ ଇନ୍ଦ୍ରଧନୁ ମାର୍କେଟ୍ ଥିଲା ଟିକେ ଜନଗହଳପୂର୍ଣ୍ଣ । ଆକ୍ଟିଭା ନେଇ ସେଇ ଭିଡ଼ ଭିତରୁ ବିବ୍ରତ ହେଇ ବାହାରିଲା ବେଳକୁ ଦେଖା ହେଲେ ସାର୍ । ହୋଣ୍ଡା ୟୁନିକର୍ନ, ଟୋପି ଆଉ ମୁଁହରେ ହସ ଠିକ୍ ସେମିତି ଥିଲା ଯେମିତି ବାର ବର୍ଷ ତଳେ ମୁଁ ଦେଖିଥିଲି । ହାତ ଯୋଡ଼ି ନମସ୍କାର କରିବାର ସୁଯୋଗ ମିଳିଲାନି, ଖାଲି ଯାହା ପାଟିରେ ସାର୍ ନମସ୍କାର କହିବା କଥା, ସାର୍ କହିଲେ, କେମିତି ଅଛ ପଦ୍ମଲୋଚନ?…

ଅଧିକ ପଢ଼ନ୍ତୁ
ଝିଅର ମାଆ

ଝିଅର ମାଆ

ରିଚା ତ କହିକି ଫୋନ କାଟି ଦେଲା ଯେ ତାକୁ ବହୁତ କାମ ଅଛି, ମାସକଯାକ ପାଇଁ ଚାଉଳ କାଢ଼ିବାର ଅଛି । ବହୁତ କାମ ପଡ଼ିଛି ପରେ କଥା ହେବି କିନ୍ତୁ ମା ସୁଜାତାକୁ ଭାରି ବ୍ୟସ୍ତ ହୋଇପଡ଼ିଲେ । ନୂଆ ବାହାହୋଇଛି ଝିଅ ରିଚା । ବଡ଼ ଅଲିଅଳିର ଝିଅ ତାଙ୍କର । ଅଭାବ ହେଲେ ବି କୁଟାଟିଏ ବି ଗଡ଼ି କରିବାକୁ ଦେଇ ନଥିଲେ ଝିଅକୁ । ବାପା ଥିଲାବେଳେ ରିଚାକୁ ଗୋଡ଼ରେ ବସେଇ ଖୁଆଇ ଦେଉଥିଲେ । ଭାରି ଗେହ୍ଲା…

ଅଧିକ ପଢ଼ନ୍ତୁ
ମୃତ୍ୟୁର ସ୍ୱର

ମୃତ୍ୟୁର ସ୍ୱର

ସୁଖ ଦୁଃଖ ମଣିଷ ଜୀବନର ଦୁଇଟି ମୁଖ୍ୟ ଅତିଥି । ଜୀବନର ଆରମ୍ଭ ଜନ୍ମ ଏବଂ ଶେଷ ହେଉଛି ମୃତ୍ୟୁ । କଥାଟି ଶୁଣିବା ପାଇଁ ଭୟଙ୍କର ଲାଗିପାରେ ସତ କିନ୍ତୁ ଏହା ହିଁ ହେଉଛି ଜୀବନର ଏକ ନିରାଟ ସତ୍ୟ ଯାହା ସଭିଙ୍କୁ ଭଲଭାବେ ଜଣା । ଦୂର ଅନ୍ଧକାର ରାତି, ଜହ୍ନର କେଉଁଠି ଝଲକ ଟିକେବି ନାହିଁ, ଭୟଙ୍କର ପ୍ରାକୃତିକ ଦୃଶ୍ୟ ଏମିତି ମୃତ୍ୟୁ ଆସେନା ଏହାକୁ କେବଳ କଳ୍ପନା କରାଯାଏ । ସତକଥା ହେଉଛି ଏହାର ନା ସଠିକ…

ଅଧିକ ପଢ଼ନ୍ତୁ
ଏକ ଜହ୍ନ ରାତି

ଏକ ଜହ୍ନ ରାତି

ସନ୍ଧ୍ୟାର ସମୟ ସରିଯାଇଥାଏ ଓ ରାତି ସେତେବେଳକୁ ଧୀରେଧୀରେ ଆରମ୍ଭ ହେଉଥାଏ । ଝରକା ପାଖରେ ବସି ଦେଖୁଥାଏ ମୁଁ ସେ ଜହ୍ନକୁ । ସବୁଦିନ ପରି ବେଶ ସାଧରଣ ଦିଶୁଥାଏ ସେ ରାତିଟି, ଜହ୍ନର ସେ ଶୀତଳ କିରଣ ଝରକା ଦେଇ ଘରେ ପଡ଼ିବା ସହ ଶାନ୍ତିର ଏକ ବାତାବରଣ ସୃଷ୍ଟି କରୁଥାଏ । କୁନି କୁନି ତାରାମାନେ ଦୂରରେ ଥାଇ କିଛି ନୂଆ କାହାଣୀ ଲେଖୁଥାନ୍ତି ଓ ଖୁସିରେ ଚମକୁ ଥାଆନ୍ତି ମଧ୍ୟ । ସେ ଧୀର ପବନ ଆସ୍ତେ…

ଅଧିକ ପଢ଼ନ୍ତୁ