Read more about the article ଅବାସ୍ତବ କବିତା
Odia Poem Abastaba Kabita (ଅବାସ୍ତବ କବିତା) by Hrushikesh Swain

ଅବାସ୍ତବ କବିତା

କଳ୍ପନାର ଉଦ୍ୟାନରେ ମୋ କବିତା ଯଦି ହେଇଥାନ୍ତା ଫୁଲ, ଶବ୍ଦର ରଙ୍ଗସବୁ ତା' ପାଖୁଡ଼ା ଅଧରେ ଛନ୍ଦର ରାଗିଣୀ ଛନ୍ଦି ପ୍ରଜାପତି ଡେଣାରେ ତା' ସୁରଭିରେ ହରଷି ସରାଗ ହୃଦୟ ଆବେଶେ କରନ୍ତା ବସନ୍ତର ସ୍ୱାଗତ, ଗୋପନରେ ଗାଇ ମଧୁଗୀତ ।…

Continue Readingଅବାସ୍ତବ କବିତା
Read more about the article କବି ଓ କବିତା
କବି ଓ କବିତା

କବି ଓ କବିତା

ପ୍ରକୃତି ଓ ପୁରୁଷର ବର୍ଣ୍ଣନ ନଦୀ ସଙ୍ଗେ ସାଗରର ମିଳନ କାଳିଦାସ ଶକୁନ୍ତଳା କାହାଣୀ କାବ୍ୟିକ ରସ ଝରେ ଦିବାରାତି ! ଅବିରତ କବିତାର ଉପମା ଅବିଶ୍ରାନ୍ତ କଳ୍ପନାର ମହିମା ଅପବାଦ କୁଳବାଡ଼ ଡେଇଁ ସ୍ୱପ୍ନନଦୀ ଅସମୟେ ହେଲା ଗର୍ଭବତୀ !…

Continue Readingକବି ଓ କବିତା

ବାଜି ରାଉତ

କେତେ ବୀର ଶହୀଦଙ୍କ କାହାଣୀ ଅମର, ରଚି ସ୍ଵର୍ଣ ଇତିହାସ, ବାଜି ବୟସ କୋମଳ । ଧରିନି ସେ ବନ୍ଧୁକ କେବେ ଫୁଟାଇନି ବମ୍ ଦେଶହିତେ ତା'ର ବଳିଦାନ, କି କାହାଠାରୁ କମ । ଧରି ନାହିଁ ଭାଲା ଖଡ୍ଗ ତା'…

Continue Readingବାଜି ରାଉତ