You are currently viewing ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

ମହାଭାରତରେ କିଏ ଶ୍ରେଷ୍ଠ ବୋଲି ଗଦା ଆଉ ଧନୁ ଝଗଡା କରୁକରୁ ସୁଦର୍ଶନଟା ପଛରେ ଚୁପ୍ ଚାପ୍ ହସୁଥିଲା ।
ପ୍ରେମରେ ଗୋପପୁର, ସମ୍ପର୍କରେ ରାଧା, ରାଜନୀତିରେ ମଥୁରା, ବନ୍ଧୁତାରେ ସୁଦାମା, କ୍ଷମାରେ ଶିଶୁପାଳ, କୂଟନୀତିରେ ମହାଭାରତର ଉଦାହରଣ ସୃଷ୍ଟି କରିଥିବା ପୁରୁଷ ସେ ।
ଯାହାଂକ ଜୀବନର ପ୍ରତିଟି ମୂହୁର୍ତ୍ତ କର୍ମରେ ବିମଣ୍ଡିତ ତାଂକର ଜନ୍ମତିଥିର ସମସ୍ତଂକୁ ଅଭିନନ୍ଦନ ।
ଆଉ ହଁ, ସେମାନଂକୁ ମଧ୍ଯ ଅଭିନନ୍ଦନ ଯେଉଁମାନେ ଏ କର୍ମର ମାହାତ୍ମ ବୁଝି ନ ପାରି ହରେକୃଷ୍ଣ ହରେକୃଷ୍ଣ ନାମରେ ଥେଇ ଥେଇ ନାଚିବାକୁ ସହଜ ରାସ୍ତା ବାଛି ନେଇଛନ୍ତି ।

ଜନ୍ମାଷ୍ଟମୀର ଶୁଭକାମନା ।

Happy janmastami to all.

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ୱରୂପ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ଗପ ରଚନା କରନ୍ତି । ତାଙ୍କ ପ୍ରଥମ ପୁସ୍ତକ ୨୦୨୦ ମସିହାରେ ପ୍ରକାଶିତ ହୋଇଛି ।