ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର !
ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର!

ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର !

ନିରୀହ ନାରୀକୁ କରାଯାଏ ମନଭରି ବଳାତ୍କାର, ଗରିବକୁ ମିଳେ ଏଠି ଅକଥନୀୟ ଅତ୍ୟାଚାର, ଶୋଷଣକୁ ମିଳେ ଅବାଞ୍ଛିତ ପୁରସ୍କାର, ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର । ଅଫୁଟା କଢ଼ିଟି ହୁଏ ଧର୍ଷଣର ଶିକାର, ଡାଉରୀ ସାଜେ ନବବଧୂ କାରଣ ମୃତ୍ୟୁର,…

Continue Reading
Close Menu