You are currently viewing ସାତ୍‌ଟା ଶିଖାନି
ସାତ୍‌ଟା ଶିଖାନି

ସାତ୍‌ଟା ଶିଖାନି

୧. ବଉଁଶ୍‌ ଜାତି ଧରମ୍‌ ସବୁ ହାର୍‌ଲେ
ଜିତ୍‌ଲା କବାର୍‌ ସତ୍ୟ
ବ୍ୟକ୍ତିର୍‌ ନୀତି ସ୍ବଦେଶ୍‌ ପ୍ରୀତି
ମାନ୍‌ଲାଁ ଲେଖେଢ଼ଁ ତଥ୍ଯ

୨. ଗାଲି ଶୁନି କେହି ନାଇଁଯାଏ ଦବି
ସଭେ ପାର୍‌ଲାଁ ଦେଖି
ବିରୋଧ୍‌ ଲାଗି ବିରୋଧ୍‌ କଲେଁ
ଲୁକେ ରହେସନ୍‌ ସାକ୍ଷୀ
ଜଲ୍‌ଦି ଦେସନ୍‌ ଫିକି

୩. ନିଂଦା ଈର୍ଷା କୁତ୍ସା ସବୁ ଗଲେ ହାରି
ଘାଏକେ ଲୁକେ ଇ ସବୁ ଦେଲେ ଝାରି

୪. ପ୍ରାଦେଶିକ୍‌ ନେତା ସାରା ଦେଶ୍‌ କଥା
କହି ହେଲେ ଅଥା
ଏଭେଢ଼ଁ ଦେଖ୍‌ଲାଁ ହେସି କେନ୍‌ତା

୫. ଜିଭ୍‌ ନାଇଁଥାଇ ଆଏତେ
ଭୋଟ୍‌ କେନ୍‌ତେଇ ପାଏତେ?

୬. କଥା କହୁ ଯେତେ ହାରିଗଲେ
କାମ୍‌ କରୁ ମାନେ ଜିତ୍‌ଲେ
କିଛି ନାଇଁମିଲେ ରଡ଼ି ଗଗେଇ
ହର୍‌ଘଡ଼ି ଚୁଛେଢ଼ଁ ମାତ୍‌ଲେଁ

୭. ଜିତୁ ଆରୁ ହାରୁ ଦଲ୍‌
ପାଏଲେ କାମର୍‌ ଫଲ୍‌
ଉନିଆ ଦଲର୍‌ ନାଆଁଗଂଧ୍‌ ନାଇଁ
ହଉଛନ୍‌ କଲ୍‌ବଲ୍‌

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।