Interview with Samaresh Routray

ଆଗଧାଡ଼ିର ଅଭିନେତା ସମରେଶ ରାଉତରାୟଙ୍କ ସହ ଆଳାପ

ଓଡ଼ିଆ କଥାଚିତ୍ର ଜଗତରେ ଖଳନାୟକ ବିଷୟରେ ଚର୍ଚ୍ଚା ହେଲେ ଗୋଟିଏ ନାମ ସବୁବେଳେ ମନକୁ ଆସେ, ତାହା ହେଲା ସମରେଶ ରାଉତରାୟ । ସେ ଅଭିନୟ ଆରମ୍ଭ କରିଥିଲେ ହିନ୍ଦୀ କଥାଚିତ୍ର ଜଗତରୁ ଏବଂ ପରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ କାମ କରିବା ଆରମ୍ଭ କରିଥିଲେ । ପ୍ରଥମ ଦୁଇଟି କଥାଚିତ୍ର ପରେ ସେ ନାୟକରୁ ସାଜିଥିଲେ ଖଳନାୟକ ଓ ସାଉଁଣ୍ଟିଥିଲେ ଦର୍ଶକଙ୍କର ଭଲପାଇବା । ଓଡ଼ିଆ କଥାଚିତ୍ରରେ ଖଳନାୟକର ସଂଜ୍ଞା ବଦଳାଇଦେଇଥିବା ସମରେଶ…

ଅଧିକ ପଢ଼ନ୍ତୁ
Binati

ବିନତୀ

ଏବେ ବି ଝୁରୁଛି ରାଧା ଦେଖିବୁ ଆ’ କାହ୍ନା ଖୋଜୁଅଛି ତୋତେ ଏକା ତୋ’ ପ୍ରିୟ ଯମୁନା । ଫୁଟୁଛି ଶତେକ ପଦ୍ମ କାଳିନ୍ଦୀର ଜଳେ ହେଲେ ତୋ’ ବଂଶୀ ସ୍ୱନ ଶୁଭୁନି ସେ କୂଳେ । ଲୀଳା ତୋ’ ଲଗାଇ ଥିଲୁ ଗୋପୀଗଣ ଧରି ତୋ’ ନାମ ଶୁଣିଲେ କଂସ ଯାଉଥିଲା ଡରି । କେତେ ଦିନ କହ ଆଉ ଝୁରିବ ଯମୁନା କଂସର କଷଣ ଏବେ ସହି ଯେ ହୁଏନା । ଆ’ ଥରେ…

ଅଧିକ ପଢ଼ନ୍ତୁ
Bhargabi Kulara Se gaon

ଭାର୍ଗବୀ କୂଳର ସେହି ଗାଁ…

ନବେ ଦଶକର ଆରମ୍ଭର କଥା, ବୋଧହୁଏ ୬ଷ୍ଠ ଶ୍ରେଣୀରେ ପଢ଼ୁଥାଏ । ଚିତ୍ର ଆଙ୍କିବାରେ ଭୋକ ଶୋଷ ଭୁଲିବା ଭଳି ଗମ୍ଭୀର ନିଶାରେ ପଡ଼ିଥାଏ । ଯଦିଓ ପାଠପଢ଼ାରେ କମଜୋର୍ ନଥିଲି କିନ୍ତୁ ଚିତ୍ର ଆଙ୍କିବା ଓ ବହି ତଥା ପତ୍ରିକା ପଢ଼ା ଭଳି ଅଭ୍ୟାସ ଆପଣେଇ ନେଇଥିଲି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପରିଚାଳିତ ସହରର ଏକମାତ୍ର ପାଠାଗାର ଥିଲା ଛୁଟିଦିନିଆ ବହି ପଢ଼ାର କେନ୍ଦ୍ର । ବୟସ କମ୍ ଥିବାରୁ…

ଅଧିକ ପଢ଼ନ୍ତୁ
Karala Kodie

କରାଳ କୋଡ଼ିଏ

କରାଳ ରୂପରେ କୋଡ଼ିଏ ଆସିଲା, କାଳ ନେଇ ବିଶ୍ୱ ପାଇଁ କେତେ କ’ଣ ସବୁ ବଦଳିଗଲାଣି, ଛଅ ମାସ ହୋଇନାହିଁ । କରୋନା ନାମରେ ଅଜଣା ଭୂତାଣୁ, ସବୁଠି ଯାଇଛି ମାଡ଼ି ଯେତେ ଯାହା ପୁଣି ହେଇଯାଉ ପଛେ, ମାସ୍କ ଦବୁନି ଛାଡ଼ି । ପଞ୍ଜୁରୀ ଭିତରେ ମଣିଷ ବନ୍ଦୀରେ, ପଶୁପକ୍ଷୀ ଏବେ ବାହାରେ ପ୍ରଦୂଷଣ ମୁକ୍ତ ହେଉଛି ପୃଥିବୀ, ଗଡ଼ୁନି ମଟର ରାସ୍ତାରେ । ବିକଶିତ ଦେଶ ବିନାଶ ମୁଖରେ, ଖାଲି ଗଦାଗଦା ଶବ ସମସ୍ତଙ୍କର…

ଅଧିକ ପଢ଼ନ୍ତୁ
Chhuin-Aloo Santula

କ୍ଷୀର ଦିଆ ଛୁଇଁ ଆଳୁ ସନ୍ତୁଳା

ଆମେ ଓଡ଼ିଆ, ଭାରି ବଢ଼ିଆ । ଆମେ ଆମର ଭାଷା, ସଂସ୍କୃତିକୁ ଯେମିତି ଭଲ ପାଉ, ସେମିତି ଆମେ ଆମର ଖାଦ୍ୟକୁ ମଧ୍ୟ ଭଲ ପାଉ । ଆଜି ଆମର ପାରମ୍ପାରିକ ପରିବା ସଜନା ଛୁଇଁକୁ ନେଇ ପ୍ରସ୍ତୁତ କରୁଛୁ କ୍ଷୀର ଦିଆ ଛୁଇଁ ଆଳୁ ସନ୍ତୁଳା, ଯାହାକି ଅଳ୍ପ ତେଲ ମସଲାରେ ପ୍ରସ୍ତୁତ ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ ଏବଂ ଏହା ସ୍ୱାସ୍ଥ୍ୟ ଉପଯୋଗୀ । ଆବଶ୍ୟକୀୟ ସାମଗ୍ରୀ: ୧. ସଜନା ଛୁଇଁ – ୨୫୦ ଗ୍ରାମ୍…

ଅଧିକ ପଢ଼ନ୍ତୁ