ତୁ ଆଉ ମୁଁ
ତୋ’ ସହିତ ସେହି ଦେଖା ଅଳ୍ପ ସମୟ ପାଇଁ କିଛି କଥା । ମନରେ ଯାଇଛି ରହି ଯେତେ ଚାହିଁଲେ ବି ମୁଁ ଭୁଲି ପାରୁନାହଁ । ମନରେ ମୋର ଏତେ ଦ୍ୱନ୍ଦ କାହିଁ? ଯେତେବେଳେ ତୁ ଆଉ କାହାର ଯାଇଛୁ ହେଇ ! ତୁ ରହିବା ନ ରହିବାରେ ମୋତେ କିଛି ଲାଗେ ନାହିଁ କିନ୍ତୁ ଆମ ଭିତରେ ଥିବା ଏଇ ଦୂରତାରେ ମୁଁ ଅଣନିଃଶ୍ୱାସୀ ଯାଏ ହୋଇ । – ମୋନାଲିସା ଧଳ

