ସ୍ୱପ୍ନର ନାୟିକା
କେବେ କେବେ ସବୁଜ ବଳୟ ମଧ୍ୟରେ ସ୍ୱପ୍ନର ନାୟିକା ସନ୍ଧାନରେ । କେବେ ପୁଣି ଚିରସ୍ରୋତା ନଦୀର କୂଳରେ ପାଗଳ ପ୍ରାୟ ମୁଁ ଭ୍ରମେରେ ॥ ସକାଳ ଖରାର କୋମଳ ତାତିରେ ତା’ରି ଉଷ୍ମତା ଅନୁଭବ କରେ । ମଳୟ ପବନରେ ଶୀତଳ ସ୍ପର୍ଷରେ ତା’ରି ସୁଗନ୍ଧ ମୁଁ ବାରିପାରେ ॥ କେବେ କେବେ ପହାଡ଼ର ପାଦ-ଦେଶରେ ମୋ ସାଥେ ଚାଲେ ସେ ଏକାନ୍ତରେ । କେବେ ପୁଣି ଦୁର୍ଲଂଘ୍ୟ ସମୁଦ୍ର ତଟରେ ଶାମୁକାର ମୋତି ଭଳି ସେ ଦିଶେରେ ॥…

