Jibanara Mahatwa

ଜୀବନର ମହତ୍ତ୍ୱ

ନିତିଦିନିଆ ଜୀବନରେ ଆମେ ଆନେକଙ୍କ ସହ ସାକ୍ଷାତ କରିଥାଉ ମାତ୍ର ତାଙ୍କର ମହତ୍ତ୍ୱ ଆମେ ଜାଣିପାରି ନଥାଉ । ଜୀବନଠୁ କାହାକୁ ଆମେ ଦୁରେଇ ଦେଲେ କିମ୍ବା ଆମଠାରୁ କିଏ ଦୂରେଇ ଗଲାପରେ ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ତାଙ୍କର ମହତ୍ତ୍ୱ ଜାଣିପାରିଥାଉ । ଦୁଇପଦ ମଧୁର କଥା କହିଲେ ଆମେ ଆମର ଅସ୍ତିତ୍ୱ ହରାଇନଥାଉ ମାତ୍ର ଯଦି ସେହି ମୁଖରୁ ବାହାରୁଥିବା ଶବ୍ଦ କଟୁରେ ପରିଣତ ହୋଇଯାଏ ତାହାଲେ ଅନ୍ୟମାନଙ୍କ ମନରେ ବହୁତ କଷ୍ଟ ଦେଇଥାଏ । ନିଜ ଜୀବନଲୁ ଉତ୍ସର୍ଗ…

ଅଧିକ ପଢ଼ନ୍ତୁ
Apahancha Gaon ra Chitra

ଅପହଞ୍ଚ ଗାଆଁର ଚିତ୍ର

ବନ୍ଧୁ ଜଣେ ପ୍ରଶ୍ନ କରିଲେ, “ତୁମେ ଗାଆଁକୁ କାହିଁକି ଏତେ ଭଲ ପାଅ? କ’ଣ ଅଛି ସେ ଧୂଳି ଧୂସରତର ଗାଆଁରେ? ଦେଖ ଟିକେ ଏହି ସହରକୁ କେତେ ଆଡ଼ମ୍ୱରର ଜୀବନ । କ’ଣ ଅଛି ସେ ଗାଆଁରେ?” ବନ୍ଧୁ ଜଣଙ୍କ ପ୍ରଶ୍ନ ଶୁଣି ମୁଁ ମୁରୁକି ହସିଦେଲି ଅନିଚ୍ଛା ସତ୍ତ୍ୱେ । କେଉଁଠୁ ଆରମ୍ଭ କରିବି କେଉଁଠି ଶେଷ କରିବି । କେମିତି ଆଙ୍କିବି କୁହ ସେ ଗାଆଁର ଚିତ୍ରକୁ ତୁମ ମନ ଭିତରେ । ରଙ୍ଗତୂଳୀ ତ ଅଛି ହେଲେ…

ଅଧିକ ପଢ଼ନ୍ତୁ
Byabhicharini

ବ୍ୟଭିଚାରିଣୀ

ରବିବାରଟା ଛୁଟି ବୋଲି ଯୋଉ ମହାପୁରୁଷମାନେ କହି ଯାଇଛନ୍ତି ସେମାନେ କେବେ ବି ବାହା ହେଇନଥିବେ । ବାହା ହବା ଲୋକମାନଙ୍କ ପାଇଁ ଯଦି କେବେ କୌଣସି ସମ୍ୱିଧାନଟିଏ ତିଆରି କରାଯାଏ ସେଥିରେ ମୌଳିକ ଅଧିକାରରୁ ଛୁଟିକୁ ନିଶ୍ଚୟ ବାଦ୍ ଦିଆଯାଇଥିବ । ମୁଁ ଯେମିତି କାଲିଠୁ ଭାବିକି ରଖିଥିଲି ଆଜି ରବିବାର ଖାଲି ସକାଳୁ ଖାନ୍ ଚାଚା ପାଖରୁ ଖାସି ମାଂସ ଅଧକିଲେ ଆଣି ମାମୁନୀଙ୍କୁ ଧରେଇ ଦେବି, ବାସ୍ ଦିନ ଯାକ ଲମ୍ୱ ହେଇ ଶୋଇ କ୍ରିକେଟ…

ଅଧିକ ପଢ଼ନ୍ତୁ
Notha - One Love Story

“ନୋଥ” ଏକ ପ୍ରେମର ଶ୍ରୋତ

ରାତି ପ୍ରାୟ ଗୋଟାଏ ବାଜିଲାଣି । ମାମା ସେଯାଏଁ ଶୋଇନଥିଲେ । ଫୋନର ଘଣ୍ଟି ଖୁବ୍ ଜୋରରେ ବାଜିବା ଶୁଣି ମାମାଙ୍କ ହାତରୁ ପିଉଥିବା ପାଣି ଗିଲାସଟି ଖସି ପଡ଼ିଲା । ବାପା ଦୌଡ଼ି ଆସିଲେ । ମାମା କୌଣସି ଅମଙ୍ଗଳର ଆଶଙ୍କା କରୁଥିଲେ । ମନା କରିବା ସତ୍ତ୍ୱେ ବାପା ଫୋନ ଉଠେଇ ନେଲେ । ପଛପଟୁ ମାମା ପାଗଳି ପରି କହି ଚାଲିଥିଲା ଆଜି ଠିକ୍ ସେଇ ଦିନ, ସେହି ତିଥି ଆଉ ସମୟ ବି ଠିକ୍ ସେଇୟା, ମୁଁ ଯାହା ଅନୁଭବ…

ଅଧିକ ପଢ଼ନ୍ତୁ
Aram - Odia Story by Sulagna Mohanty

ଆରାମ

ସେଦିନ ଶନିବାର । ସକାଳୁ ମନ୍ଦିରରୁ ଫେରିଲା ବେଳେ ସୌରଭଙ୍କୁ ସାଙ୍ଗରେ ଧରି ବଡ଼ ଭଉଣୀ ରୁବି ଘରକୁ ମାଡ଼ିଗଲା ମୀରା । ତାଙ୍କ ଘରେ ପହଞ୍ଚିଲା ବେଳକୁ ରୁବି ଅପା ପଶିଛି ରୋଷେଇ ଘରେ । ପିଲାମାନେ ଟ୍ୟୁସନ । ଆଉ ଭାଇନା ଟିଭିରେ ଦେଖୁଛନ୍ତି କ୍ରିକେଟ ମ୍ୟାଚ୍ । ସୌରଭ ବି ବସିଗଲେ ଭାଇନାଙ୍କ ସାଙ୍ଗରେ । ମୀରା ରୋଷେଇଘରକୁ ଯାଇ ରୁବି ପାଖରେ ଠିଆ ହେଲା । ତା’ପରେ ରୁବି କାଟୁଥିବା ଗାଜର ଖାଉଖାଉ କହିଲା, “ତୁ ଯାହା କହ ଅପା । ତୁ…

ଅଧିକ ପଢ଼ନ୍ତୁ