Maya - The Story of a hunted bungalow

ମାୟା

ଡରଭୟ… କ’ଣ ଜାଣିନଥିଲେ ସେ, ସୀମାରେ ଶତ୍ରୁବାହିନୀ ଉପରେ ଭୟଙ୍କର ଆକ୍ରମଣ ସମୟରେ ବି ତାଙ୍କ ହାତ କେବେ ଥରି ଉଠି ନଥିଲା ଯାହା କୁହନ୍ତି ମେଜର ପ୍ରତାପଙ୍କର ସହକର୍ମୀମାନେ, ହେଲେ ଡର ଯେ ଦିନେ ତାଙ୍କ ମନରେ ଘର କରିଯିବ ତାହା ସେ କେବେ କଳ୍ପନା କରିନଥିଲେ ! ନିଜ ମୃତ୍ୟୁକୁ ନୁହେଁ ବରଂ ପରିବାର ପ୍ରିୟଜନଙ୍କୁ ହରାଇବାର ଭୟ ! ମେଜର ପ୍ରତାପ ଭାରତୀୟ ସେନାରୁ ଅବସର ପ୍ରାପ୍ତ ହେବାପରେ ତୁରନ୍ତ କାମରେ ଲାଗିପଡ଼ିଲେ ତାଙ୍କର ବହୁ…

ଅଧିକ ପଢ଼ନ୍ତୁ
Download Now 27th Edition of Shubhapallaba

୨୭ଶ ସଂସ୍କରଣ

୨୦୨୧ ମସିହାର ଜୁନ ମାସରେ ଶୁଭପଲ୍ଲବର ୨୭ଶ ସଂସ୍କରଣ ପ୍ରକାଶ ପାଇଥିଲା । ୫୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୩ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Ame, Pruthibi au Paribesha

ଆମେ, ପୃଥିବୀ ଓ ପରିବେଶ

ପୃଥିବୀ ମୋହର କେଡ଼େ ସୁନ୍ଦର ଫୁଲ ଫଳ ଲତା ତା’ ଉପହାର ମାନବ ଜାତିଟି ଏଡ଼େ ନିଷ୍ଠୁର ତା’ ଉପହାରକୁ କଲା ସଂହାର । ସୁନା ରୂପା ହୀରା ଖୋଦିତ ଦେହେ ଦେଖି ପ୍ରଲୋଭିତ ମଣିଷ ମୋହେ ତାଡ଼ନା, ଯାତନା ଧରାଟି ସହେ ମାଟି ଖୋଳୁ ଖୋଳୁ ରାତିଟି ପାହେ । ନଦୀରୁ ସାଗର ବିସ୍ତୀର୍ଣ୍ଣ ସିଏ ତା’ ଜଳରେ କେତେ କ୍ରିୟା ଯେ ହୁଏ ସେ ଗଭୀରତାକୁ ମାପୁଛି ଯିଏ ପ୍ରଦୂଷିତ ତା’କୁ କରୁଛି ସିଏ । ବସନ୍ତ ମଳୟ…

ଅଧିକ ପଢ଼ନ୍ତୁ
Adarakari

ଅଦରକାରୀ

ସହରଠୁ ଦୂର ନଦୀକୂଳିଆ ବୃଦ୍ଧାଶ୍ରମ ହତା ଭିତରେ ବସି ଶାନ୍ତନୁ ବାବୁ ଏକଲୟରେ ଦେଖୁଥାନ୍ତି ଅନତିଦୂରରେ ଖେଳୁଥିବା ଶ୍ୱାନ ପରିବାରକୁ… ମାର୍ଚ୍ଚ ମାସର ଖରାଦିନିଆ ଅପରାହ୍ନ । ଛୋଟ ଛୁଆ କୁକୁର ତିନୋଟି ନିଜ ବାପା ସହ ଖେଳୁଥାନ୍ତି, ଆଉ ମା’ କୁକୁରଟି କିଛି ଦୂରରେ ହାଲୁକା ଖରା ଛାଇରେ ପେଟେଇ ପଡ଼ି ଦେଖୁଥାଏ ନିଜ ପରିବାରକୁ… ଏଇ ସମୟରେ କାହାର ହାଲୁକା ହାତର ସ୍ପର୍ଶରେ ତନ୍ଦ୍ରାଭଙ୍ଗ ହେଲା ଭଳି ଚମକି ପଡ଼ିଲେ… ବୁଲିପଡ଼ି ଦେଖନ୍ତି ତ ମିଶ୍ରବାବୁ……

ଅଧିକ ପଢ଼ନ୍ତୁ
Biswasara Konark - Bisu Maharana

ବିଶ୍ୱାସର କୋଣାର୍କ: ବିଶୁ ମହାରଣା

କ’ଣ ବା କରିବ ସିଏ? ଫୁରସତ୍ ନାହିଁ ଗଢ଼ିବାକୁ ବାଲିଘରଟିଏ, ତଥାପି ଆଉ ଏକ କୋଣାର୍କ ଗଢ଼ିବାର ଇଚ୍ଛା ॥ ହାତ ଥରୁଛି ଧରିବାକୁ ତୂଳୀଟିଏ, ତଥାପି ସମସ୍ତଙ୍କ ପାଇଁ ଇନ୍ଦ୍ରଧନୁଟିଏ ଆଙ୍କିବାର ଆକାଂକ୍ଷା ॥ ପ୍ରୌଢ଼ତ୍ୱ କେବେଠୁ କଲାଣି କବଳିତ ଏ ଜଡ଼ ଶରୀରକୁ, ଅନୁଭବ ବିନା ବିତିଲା ଯୌବନ ॥ ମରି ମରି ସେଯାଏଁ ଜୀଇଁବ ଯେତେ ଦିନଯାଏ ଅଛି ଏ ଅନାକାଂକ୍ଷିତ ଜୀବନ ॥ ହସି ହସି ହସାଇ ଚାଲିଛି, କିଏ ବା…

ଅଧିକ ପଢ଼ନ୍ତୁ