Read more about the article ନିଶିର ଚିଠି
Odia Poem Nishira Chithi (ନିଶିର ଚିଠି) by Sonali Sucharita

ନିଶିର ଚିଠି

ରାତି ଅଧାରୁ ବେଶି ସରିଗଲାଣି, କୁଆଁତାରା ବୋଧେ ଆଉ କିଛି ସମୟରେ ମୁହଁ ଦେଖେଇବ । ତୁମେ ପୁଣି ଅଧା ନିଦରେ ମୋ ନାଁ ନେଇ ଟିକେ ଖୁଜବୁଜ ହେବ । ଆଜି ଆଉ ଗପ କହିବିନି, ଆଜି ଖାଲି ଟିକେ…

Continue Readingନିଶିର ଚିଠି
Read more about the article ଘଟାନ୍ତର – ଇଚ୍ଛାମାନଙ୍କର
Odia Poem Ghatantara Ichha Manankara (ଘଟାନ୍ତର - ଇଚ୍ଛାମାନଙ୍କର) by Sonali Sucharita

ଘଟାନ୍ତର – ଇଚ୍ଛାମାନଙ୍କର

ଭାରି ବଦମାସ ଏ ଇଛାଗୁଡ଼ାକ ! ମସ୍ତିଷ୍କରୁ ଆରମ୍ଭ ହୁଅନ୍ତି, ଆଉ ଖୁବ ଓସ୍ତାଦ ଭଳି ହୃଦୟକୁ ଚିପୁଡ଼ି ଦିଅନ୍ତି ଏଇ ଯେମିତି, ଇଚ୍ଛା ହୁଏ କେବେ ଉଡ଼ିଆସନ୍ତି କି ମିଶରର ସେଇ ଐତିହାସିକ ମରୁଭୂମିର ଉତ୍ତପ୍ତ ବାଲୁକା ରାଶି ଉପରକୁ,…

Continue Readingଘଟାନ୍ତର – ଇଚ୍ଛାମାନଙ୍କର
Read more about the article ନିର୍ବାସିତା
Odia Poem Nirbasita (ନିର୍ବାସିତା) by Sonali Sucharita

ନିର୍ବାସିତା

ମା ! ତୁମ ଜରାୟୁର ଅନ୍ଧାରି ମୂଲକ; ଉଦ୍ଭାସିତ ହୋଇଛି ଆଜି ଏକ ନୂତନ ସୃଷ୍ଟିର ଝଲକ । କୈଶିକ ଝିଲ୍ଲୀର ଆସ୍ତରଣ ଗର୍ଭ-ନାଡ଼ର ସଂଯୋଗରେ ନିଶ୍ଚିତ ହୋଇ ଏଇତ ଆରମ୍ଭ ମାତ୍ର ମୋ ସନ୍ତରଣ । ତୁମରି ରକ୍ତ-ମାଂସରେ ଗଢ଼ା…

Continue Readingନିର୍ବାସିତା
Read more about the article ଅଦରକାରୀ
ଅଦରକାରୀ

ଅଦରକାରୀ

ସହରଠୁ ଦୂର ନଦୀକୂଳିଆ ବୃଦ୍ଧାଶ୍ରମ ହତା ଭିତରେ ବସି ଶାନ୍ତନୁ ବାବୁ ଏକଲୟରେ ଦେଖୁଥାନ୍ତି ଅନତିଦୂରରେ ଖେଳୁଥିବା ଶ୍ୱାନ ପରିବାରକୁ... ମାର୍ଚ୍ଚ ମାସର ଖରାଦିନିଆ ଅପରାହ୍ନ । ଛୋଟ ଛୁଆ କୁକୁର ତିନୋଟି ନିଜ ବାପା ସହ ଖେଳୁଥାନ୍ତି, ଆଉ ମା’…

Continue Readingଅଦରକାରୀ
Read more about the article ଚାହା କପ୍
ଚାହା କପ୍

ଚାହା କପ୍

ମାର୍ଚ୍ଚ ମାସର ଏକ ଖରାଦିନିଆ ସକାଳ, ରାତି ସାରା ଭାରି ଗରମ ଲାଗୁଥିବାରୁ ଠିକରେ ଶୋଇ ହେଉନଥାଏ, ଭୋର ବେଳକୁ ଟିକେ ଆଖି ମାଡ଼ି ପଡ଼ିଥିଲା ଯେ ଖୋଲିଲା ବେଳକୁ ଦିନ ୯ଟା, ମୋବାଇଲରେ ସମୟ ଦେଖି ଚମକି ଉଠିଗଲା ସିପ୍ରା…

Continue Readingଚାହା କପ୍