26th Edition of Shubhapallaba e-magazine released tributing Manoj Das

ଶୁଭପଲ୍ଲବ ପତ୍ରିକା ତରଫରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

ଭଦ୍ରକ (୧ ମଇ ୨୦୨୧): ଆଜି ଶୁଭପଲ୍ଲବ ଇ-ପତ୍ରିକାର ୨୬ଶ ସଂସ୍କରଣ ଉନ୍ମୋଚନ ହୋଇଯାଇଛି, ଯାହାକି ଓଡ଼ିଆ ସାହିତ୍ୟ ଜଗତର ମହାନାୟକ ସ୍ୱର୍ଗତ ମନୋଜ ଦାସଙ୍କ ନାମରେ ଏହି ସଂସ୍କରଣଟି ଉତ୍ସର୍ଗୀତ କରାଯାଇଛି । ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପାଇଁ ଏହି ସଂସ୍କରଣଟିର ସମ୍ପାଦକୀୟ ପୃଷ୍ଠାକୁ ଖାଲି ରଖାଯାଇଛି ଏବଂ ସ୍ୱର୍ଗତ ଦାସଙ୍କ ସହ ଜଡ଼ିତ କେତୋଟି ଲେଖା ଏହି ସଂସ୍କରଣରେ ସ୍ଥାନ ପାଇଛି । ୪୪ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିର ପ୍ରଚ୍ଛଦରେ ପଦ୍ମଭୂଷଣ ମନୋଜ ଦାସଙ୍କ…

ଅଧିକ ପଢ଼ନ୍ତୁ
Download Now 26th Edition of Shubhapallaba

୨୬ଶ ସଂସ୍କରଣ

୨୦୨୧ ମସିହାର ମଇ ମାସରେ ଶୁଭପଲ୍ଲବର ୨୬ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୪ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୭ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Tume Hin Jibana

ତୁମେ ହିଁ ଜୀବନ

ତୁମେ ହିଁ ଜୀବନ ତୁମେ ହିଁ ପ୍ରାଣ ତୁମେ ଜୀବନର ଆଧାର, ତୁମେ ଜଳ ତୁମ ବିନା ଏ ସାରା ଜଗତ ହୁଏ ହାହାକାର । ଟୋପାଏ ଜଳରେ ଛୋଟ ଚାରାଟି ବୃକ୍ଷରେ ପରିଣତ ହୁଏ, ସେହି ବୃକ୍ଷ ବର୍ଷାଜଳ ପୃଥିବୀକୁ ଆଣିବାରେ ସାହାଯ୍ୟ କରାଏ । ଜଳ ବିନା କୃଷି ହୁଏ ନାହିଁ ସମ୍ଭବ କୃଷକକୁ ଲୋଡ଼ା ନୀର, କୃଷିକାର୍ଯ୍ୟଠାରୁ କଳ କାରଖାନା ସବୁଠି ଜଳ ଦରକାର । ହେ ସାରା ବିଶ୍ଵ ମାନବ ସଚେତନ ହୁଅ ସୁରକ୍ଷା କର…

ଅଧିକ ପଢ଼ନ୍ତୁ
Utkala Dibasa - Odia poem by Rajesh Rath

ଉତ୍କଳ ଦିବସ

ଓଡ଼ିଆ ଅମେରେ ସବୁରି ଆଗରେ, ଉର୍ଦ୍ଧେ ଆମରି ମଥା । ଗରବେ କହିବା ଓଡ଼ିଆ ଆମେରେ ଓଡ଼ିଆ ମୋ ମାତୃଭାଷା । ଆମରି ଠାକୁର ଜଗତରନାଥ ନୀଳାଦ୍ରି ନୀଳାଚଳ, ସରଗେ ସେ ମହୋଦଧି ଉତ୍କଳ ଜନନୀର ପଦଧୌତ କରେ ସରିତ୍ ସେ ମହାନଦୀ । ଆମରି ମାଟିର ଭଞ୍ଜ ଗୋପବନ୍ଧୁ ଦାୟଦ ଆମେ ତାଙ୍କରି ବଜିଆ ରକତ ବହୁଛି ଏ ଦେହେ ହେବରେ କେ ଆମ ସରି । ଚଣ୍ଡାଶୋକ ଏଠି ଧର୍ମାଶୋକ ହୋଇ ନୂଆଁଇଛି ତା’ର ମଥା ଜଗତ ଜାଣିଚି ତୁମେ…

ଅଧିକ ପଢ଼ନ୍ତୁ

ପୁସ୍ତକ ସମୀକ୍ଷା: ଶଙ୍ଖନାଦ

ଗାଳ୍ପିକ ପ୍ରମୋଦ କୁମାର ପଣ୍ଡାଙ୍କ ଗଳ୍ପ ସଂକଳନ “ଶଙ୍ଖନାଦ” ପଢ଼ିବାର ସୁଯୋଗ ପାଇଲି । ଶୁଭପଲ୍ଲବ ପବ୍ଲିକେଶନ୍‌ ଦ୍ୱାରା ପ୍ରକାଶିତ ୧୬୦ ପୃଷ୍ଠାର ଗଳ୍ପ ସଂକଳନଟିର ପ୍ରଚ୍ଛଦପଟ ମନଲୋଭା ହୋଇଛି । ଏଥିରେ ଥିବା ଆଠଟି ଗଳ୍ପ ଦ୍ୱାରା ସମାଜର ବାସ୍ତବିକତା ଓ ବିଭିନ୍ନ ପ୍ରକାରର ମନୁଷ୍ୟର ଚିନ୍ତାଧାରାକୁ ଲେଖକ ପ୍ରକାଶ କରି ସମାଜକୁ ସଚେତନତାର ବାର୍ତ୍ତା ଦେବାକୁ ପ୍ରଚେଷ୍ଟା କରିଛନ୍ତି । ପ୍ରଥମ ଗଳ୍ପ “ଆଦିକନ୍ଦ ମାଧବ” ଜୀବନ ଦର୍ଶନ ଉପରେ ପର୍ଯ୍ୟବେଷିତ । “ମୁଁ”ର ପରିଭାଷା ଚମତ୍କାର ଭାବେ ବର୍ଣ୍ଣନା…

ଅଧିକ ପଢ଼ନ୍ତୁ