25th Edition of Shubhapallaba e-magazine released on Utkala Dibasa

ଉତ୍କଳ ଦିବସ ଅବସରରେ ଶୁଭପଲ୍ଲବ ଇ-ପତ୍ରିକାର ୨୫ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୧ ଅପ୍ରେଲ ୨୦୨୧): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୫ଶ ସଂସ୍କରଣ ଆଜି ଉତ୍କଳ ଦିବସ ଅବସରରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୧୯ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି । ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in, ଶୁଭପଲ୍ଲବ ଷ୍ଟୋର୍…

ଅଧିକ ପଢ଼ନ୍ତୁ
Punya Utkala Bhumi - ପୁଣ୍ୟ ଉତ୍କଳ ଭୂମି

ପୁଣ୍ୟ ଉତ୍କଳ ଭୂମି

ହେ ମୋ ଉତ୍କଳ ମାତା, ହେ ମୋ ଜନନୀ ତେଜସ୍ଵୀ, ଯଶସ୍ୱୀ ବୀରଙ୍କ ଗର୍ଭଧାରିଣୀ ପୂଜନୀୟା, ବନ୍ଦନୀୟା ହେ ଉତ୍କଳ ଭୂମି ସମଗ୍ର ଓଡ଼ିଆ ଜାତିର ତୁ ମଉଡ଼ମଣି । ବକ୍ଷରେ ଆଚ୍ଛାଦିତ ଚିର ସବୁଜିମା, ତଟିନୀ ରତ୍ନାକର ସଜାଏ ନୀଳ ଲହରୀରେ ଯା’ ପାଦ ବଢ଼ାଇ ଶୋଭା ମମତା ଭରା ପଣତ କାନି ପୂଜନୀୟା, ବନ୍ଦନୀୟା ହେ ଉତ୍କଳ ଜନନୀ । ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ ଭଳି ବୀରପୁତ୍ର ଜନ୍ମି ତୋ’ କୋଳେ ତୋ’ ସମ୍ମାନ ରକ୍ଷା…

ଅଧିକ ପଢ଼ନ୍ତୁ
Download Now 25th Edition of Shubhapallaba

୨୫ଶ ସଂସ୍କରଣ

୨୦୨୧ ମସିହାର ଅପ୍ରେଲ ମାସରେ ଶୁଭପଲ୍ଲବର ୨୪ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୨ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୯ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Madhusmita

ମଧୁସ୍ମିତା

ହେ ପ୍ରିୟା ମଧୁସ୍ମିତା ତୁମେ ମୋ ହୃଦୟର ଅକୁହା କଥା ତୁମେ ମୋ ଜୀବନର ମରମ ବ୍ୟଥା ତୁମେ ମୋ ଶୟନର ନିଦ୍ରା ହୀନତା ତୁମେ ମୋ ବଗିଚାର ଅପରାଜିତା ॥ ହେ ପ୍ରିୟା ମଧୁସ୍ମିତା ତୁମ ପାଇଁ ଲେଖା ମୋର ଅଲେଖା କବିତା ତୁମ ପାଇଁ ମନ୍ଦିରେ ମୋ ହଜାରେ ସଲିତା ତୁମ ପାଇଁ ମନେ କେତେ ସପନ ସାଇତା ତୁମ ପାଇଁ ଏହା ମୋର ପ୍ରେମର ବାରତା ॥ ହେ ପ୍ରିୟା ମଧୁସ୍ମିତା ତୁମେ କେଉଁ ସାଗରର…

ଅଧିକ ପଢ଼ନ୍ତୁ
Pakhala Gunda

ପଖାଳ ଗୁଣ୍ଡା

ରେ ଓଡ଼ିଆ ! ତୋର ମନେ ଅଛି ସେ ବେଳ? ଗାଁ ଦାଣ୍ଡେ ଧୂଳି ଉଡ଼େଇ ପକେଇ କାନ୍ଧେ ବସ୍ତାନି ଯେବେ ଅଗଣାରେ ଚିଲଉଥିଲୁ ବୋଉ ! ବାଢ଼େ ପଖାଳ ! ଗେହ୍ଲା ସନ୍ତାନର ଡାକ ଶୁଣି ବୋଉର ପୂରୁଥିଲା ମନ, ବେଗେ ଯାଇ ସଜାଉଥିଲା ପଖାଳ କଂସା ସାଥେ ତିଅଣ, ବଡ଼ିଚୂରା ଖାଇବବୋଲି ତା’ ପ୍ରାଣଧନ । ଅଗଣାରେ ପକେଇଦେଇ ଆସନ ଡାକି ବଡ଼ ସରାଗେ, କୋଳରେ ବସେଇ ମୁଣ୍ଡକୁ ଦେଇ ନୁଆଇଁ ପାଟିରେ ଭରି ଦେଉଥିଲା ପଖାଳର ଗୁଣ୍ଡା ବେଗେ ।…

ଅଧିକ ପଢ଼ନ୍ତୁ