Shubhapallaba Sishuraija released on 2021 International Mother Language Day

ମାତୃଭାଷା ଦିବସ ଅବସରରେ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ‘ଶୁଭପଲ୍ଲବ ଶିଶୁରାଇଜ’ ଉନ୍ମଚିତ

ଆନ୍ତର୍ଜାତିକ ମାତୃଭାଷା ଦିବସ ଉପଲକ୍ଷେ ଶୁଭପଲ୍ଲବ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତା’ର ପ୍ରତିବଦ୍ଧତାକୁ ପ୍ରତିପାଦନ କରି ଉନ୍ମୋଚନ କରିଛି ଶିଶୁ ସାହିତ୍ୟ ପତ୍ରିକା ‘ଶୁଭପଲ୍ଲବ ଶିଶୁରାଇଜ’ । ସମ୍ପାଦିକା ସୁଶ୍ରୀ ପଲ୍ଲବୀ ପୂଜାପଣ୍ଡାଙ୍କ ଦ୍ଵାରା ସମ୍ପାଦିତ ଏହି ପ୍ରଥମ ସଂସ୍କରଣଟି ୧୮ ଗୋଟି କବିତା, କାହାଣୀ ତଥା ଶିଶୁକୃତ୍ତିରେ ସମୃଦ୍ଧ । ଭର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ଡା. ତୃପ୍ତି ରଞ୍ଜନ ଦାଶ ଯୋଗଦେଇ ମାତୃଭାଷାକୁ ତୃଣମୂଳ ସ୍ତରରୁ ଦୃଢ଼…

ଅଧିକ ପଢ଼ନ୍ତୁ
Bahala Kuhudi

ବହଳ କୁହୁଡ଼ି

ଲୋକଂକ ସହିତ ଯିଏ ଜାଣେନାହିଁ ମିଶି ବହି ପଢ଼ି ପାଉଥାଏ ଭ୍ରମଭରା ଖୁସି ପୁରାଣର କଳ୍ପକଥା ତା’ ମଥାରେ ପଶି ହୁଏ ନୂଆ ଚେତନାର ନୃଶଂସ ବିନାଶୀ ଖୁବ୍‌ ସହଜରେ ଏଠି ବହୁ ଶବ୍ଦଚାଷୀ ଯାଆଂତି ଚଳିତ ଏହି ସମୟରୁ ଖସି ସଂସାରେ ରହି କହଂତି ନିଜକୁ ସନ୍ନ୍ୟାସୀ କାହାକୁ ସତରେ କରିହୁଏନାହିଁ ‘ଦୋଷୀ’ ସଂଘଭୁକ୍ତ ହୋଇ ନିଜ ବ୍ୟକ୍ତିତ୍ୱ ବିନାଶ କରିଲେ ହିଁ ସେମାନଂକୁ ମିଳଇ ସଂତୋଷ ମିଥ୍ୟା ସହ ରାଜିନାମା କରିଲେ ସ୍ୱାକ୍ଷର ଗ୍ରଂଥାଧୀନ…

ଅଧିକ ପଢ଼ନ୍ତୁ
Shabda Grasta

ଶବ୍ଦ ଗ୍ରସ୍ତ

ମହ ମହ ଶବ୍ଦ ବାସ୍ନାରେ ଶବ୍ଦମାନେ ବେଳେ ବେଳେ ଚତୁର୍ଦ୍ଦିଗରୁ ଘେରି ଯାଆନ୍ତି ମୋତେ ଚରିଯାଆନ୍ତି ବାଉଁଶଟେ ଭାବି ଭେଦି ଯାଆନ୍ତି ଶିରା ପ୍ରଶିରାକୁ ଖାଇଯା’ନ୍ତି ମୋର ମାଂସରୁ ହାଡ଼ଯାଏଁ । ମୁଁ ଶବ୍ଦଗ୍ରସ୍ତ ହେଲାପରେ ଅନୁଭବ କରେ ଅମୃତ ଅମୃତ ଭିଯିଯାଏ ପୁଣ୍ୟର ବର୍ଷାରେ ଲାଗେ ମୋତେ ଦିନରାତି ମାହାର୍ଗ ମୁହୂର୍ତ୍ତ ଗଙ୍ଗାସ୍ନାନ ସମ ଲାଗେ ହାଲ୍କା । କାମ, କ୍ରୋଧ, ମୋହ, ମୟା ଘୁଞ୍ଚିଯାଆନ୍ତି କୋଶେବାଟ ଦେଖାଯାଏ ପରିଷ୍କାର ହସଠାରୁ ଲୁହର ଦୂରତା ଆଲୋକଠାରୁ ଅନ୍ଧାର ଦୂରତା…

ଅଧିକ ପଢ଼ନ୍ତୁ
Mun Chasitie

ମୁଁ ଚାଷୀଟିଏ

ମୁଁ ଚାଷୀଟିଏ, ନିୟତୀର ନିର୍ଦେଶରେ ବା ପରିସ୍ଥିତିର ପ୍ରଭାବରେ ମୁଁ ଅଳ୍ପ ଭାଷୀଟିଏ, ମୁଁ ଚାଷୀଟିଏ ! ମାଟିରେ ମୋ ଜନ୍ମ ମାଟି ହିଁ ମୋ କର୍ମ, ମାଟି ମୋର ହୀରା ମୋତି ମାଟି ହିଁ ସର୍ବସ୍ୱ, ତେଣୁ ତ ମୁଁ ସ୍ନେହରେ ବା ତାଚ୍ଛଲ୍ୟରେ, ସର୍ବ ମୁଖେ କ୍ଷାତ ମାଟିର ମଣିଷ ! ମୋ କଥା ନୁହେଁ, ମୋ ହାତ ଗୋଡ଼ ମୋର ପ୍ରତ୍ୟକଟି ଅଙ୍ଗ, ସୃଷ୍ଟି କରେ ଧରା ବକ୍ଷେ ସବୁଜିମାର ତରଙ୍ଗ, ଯାହା ସଭିଙ୍କ ଜୀବନେ…

ଅଧିକ ପଢ଼ନ୍ତୁ
Jagare - Odia poem for Lord Jagannath

ଜଗାରେ

କାଳେ ତୁ ନ ଚାହିଁଲେ ଗଛରେ ନହଲେ ପତର କାଳେ ତୋ ଅଧର ନାଲିରେ ପାହାନ୍ତି ସୁରୁଜ ଗାଏ ଗୀତ ବିଞ୍ଚି ଲାଳିମା କିରଣ ଅତର ! କାଳେ ତୋ ବଇଁଶୀ ସୁରେ ବହେ ମୃଦୁ ମଳୟ କାଳେ ତୋ ଚକାନୟନ ପଲକେ ଆଖି ଖୋଲେ ଏ ଧରା ଝୁମି ଝୁମି ନାଚି ନାଚି ବାନ୍ଧି ଘୁଙ୍ଗୁର ! କାଳେ ତୋ ନାଲି ହସେ ମହକି ଉଠେ ମନ ଅଗଣା ହୃଦୟ, ଚିତ୍ତ ଗଙ୍ଗା ସାଜି ବହେ ତୋ ପାଶେ…

ଅଧିକ ପଢ଼ନ୍ତୁ