Read more about the article ପାହାନ୍ତି ସ୍ୱପ୍ନ
Odia Poem Pahanti Swapna (ପାହାନ୍ତି ସ୍ୱପ୍ନ) by Tapan Kumar Sahu

ପାହାନ୍ତି ସ୍ୱପ୍ନ

ପାହାନ୍ତି ସ୍ୱପ୍ନ କାଳେ ସତ ହୁଏ ଶୁଣିଥିଲି ସେଥିପାଇଁ ତ ସାରା ରାତି ଚେଇଁରହେ ଜହ୍ନ ଦେଖି ଦେଖି ଶୋଇବାକୁ ପାହାନ୍ତି ରାତିରେ ଭ୍ରମ ପାଳେ ମନେ ସତ ହେବ କାଳେ ସପନର ଗଳ୍ପ....! ପକ୍ଷୀ ସାଜି ଉଡ଼େ ମନ ତୁମ…

Continue Readingପାହାନ୍ତି ସ୍ୱପ୍ନ
Read more about the article ଅନନ୍ୟା ନାୟିକା
Odia Poem Ananya Nayika (ଅନନ୍ୟା ନାୟିକା) b Tapan Sahu

ଅନନ୍ୟା ନାୟିକା

''ଆଖିରେ ସେ ''କବିତା" ଲେଖେ ବୋଲି ମଲାଟରେ କଜଳମଖା ନୀଳ ଆଖିର ଚିତ୍ର" ॥ ଓଠ ତା'ର ଚକୋଲେଟ୍ ଖାଏ ବୋଲି ଡହ ଡହ ଷ୍ଟ୍ରବେରିର ରଙ୍ଗ ॥ ଏ ଆଷାଢ଼ରେ ତା'କୁ ଷୋହଳ ଛୁଇଁଛି ବୋଲି ବୟସ ତା'ର "ଅଙ୍ଗୁରି"…

Continue Readingଅନନ୍ୟା ନାୟିକା
Read more about the article ଖୋଜୁଛକି ମୋତେ?
Odia Poem Khojuchhaki Mote (ଖୋଜୁଛକି ମୋତେ?) by Tapan Kumar Sahoo

ଖୋଜୁଛକି ମୋତେ?

ସକାଳେ ଯଦି ତୁମେ ଖୋଜୁଛ ମୋତେ ଶବ୍ଦ ବନ୍ଧନରୁ ମୁକ୍ତ ହେଉ ହେଉ ରାତି ଗୋଟିଏ ମୁଁ ତ ଏବେ ଗୋପରେ ଗୋପନରେ ଗୋଲାପରେ କବିତା ମୋତେ ଜାବୁଡ଼ି ଧରିଛି ମୁଁ ତ ଏବେବି ଶୋଇଛି ଅଧା ଲେଖା ଧାଡ଼ିକୁ ଧରି…

Continue Readingଖୋଜୁଛକି ମୋତେ?
Read more about the article ମାତୃତ୍ୱର ଅଭିଳାଷା
ମାତୃତ୍ୱର ଅଭିଳାଷା

ମାତୃତ୍ୱର ଅଭିଳାଷା

ମୁଁ ଦିନେ ସନ୍ଧ୍ୟା ବେଳେ ଭ୍ରମଣରେ ମୋ ସାଥେ ଚାଲୁ ଥାଆନ୍ତି ଦୁଃଖ ଓ ଯନ୍ତ୍ରଣା ଖାଲି କୋଳର ପୂର୍ଣ୍ଣତାରେ କେତେ ଯେ ଗୁହାରୀ, ମିନତୀ, ପ୍ରାର୍ଥନା ! ଅଚାନକ ବାଦଲ ଗର୍ଜିଲା, ବିଜୁଳି ଚମକିଲା ବର୍ଷାର ଆଗମନ ହବ ବୋଧେ…

Continue Readingମାତୃତ୍ୱର ଅଭିଳାଷା
Read more about the article ଲେଖିବାକୁ ଦିଅ…
ଲେଖିବାକୁ ଦିଅ...

ଲେଖିବାକୁ ଦିଅ…

ଲେଖିବାକୁ ଦିଅ ମୋତେ ଲେଖିବାକୁ ଦିଅ କବିତା ଦି ଧାଡ଼ି ଯନ୍ତ୍ରଣାମାନଙ୍କର ଲୁହରେ ଭିଯିବାକୁ ଦିଅ ଶବ୍ଦର ଆଖିକୁ ! ଚାଖିବାକୁ ଦିଅ ଲୁହର ଲୁଣିଆ ସ୍ୱାଦକୁ ଲକ୍ଷେ ଦୁଃଖର ପ୍ଲାବିତ ଧାରରେ ଭାଷିବାକୁ ଦିଅ ଶବ୍ଦକୁ ! ମେଞ୍ଚା ମେଞ୍ଚା…

Continue Readingଲେଖିବାକୁ ଦିଅ…