Shankhanad by Shankhanada Inaugurated on Classical Odia Language Day

ପ୍ରମୋଦ ପଣ୍ଡାଙ୍କ ଶଙ୍ଖନାଦ ଉନ୍ମୋଚିତ

ଭଦ୍ରକ: ଗତକାଲି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ତଥା ମହାଶିବରାତ୍ରୀ ଅବସରରେ ଶୁଭପଲ୍ଲବ ପ୍ରକାଶନର ପ୍ରଥମ ପୁସ୍ତକ ଶଙ୍ଖନାଦ ଏକ ଜୁମ୍ କଲ୍ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି । ପ୍ରମୋଦ ପଣ୍ଡାଙ୍କ ରଚିତ ଏହି ଗଳ୍ପ ସଂକଳନଟିର ଉନ୍ମୋଚନ ଉତ୍ସବରେ ଲୋକପ୍ରିୟ ଲେଖିକା ଡ. ସୁଲଗ୍ନା ମହାନ୍ତି, ସମ୍ବାଦ ଉପସ୍ଥାପିକା ଇତିଶ୍ରୀ ନାୟକ, ରିପୋର୍ଟର୍ ସୌମ୍ୟା ପରିଡ଼ା, ଯୁବ ଉଦ୍ୟୋଗପତି ମୟୂରେଶ ଦାଶ, କବି ତୃପ୍ତି ରଞ୍ଜନ ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ନିଜ ନିଜର…

ଅଧିକ ପଢ଼ନ୍ତୁ
Nari - Odia poem by SK Juned Jafri

ନାରୀ

ଦେଖ, ବଦଳି ଯାଇଛି ତା’ର ଚି଼ତ୍ର ଅତ୍ୟାଚାରର ନିହାଣ ମୁନରେ, ଦେବୀ ପରି ଜଳୁଥାଏ ସେ ପ୍ରତିହିଂସାର ଜ୍ଵାଳାରେ । ବଦଳି ଯାଇଛି ତା’ର ସରଳ ହୃଦୟ କାମନାର କ୍ରୁର ଅଗ୍ନିରେ, ତଥାପି ଜାଳିଛି ସେ ପରିଚୟକୁ ତା’ର ଅଦୃଶ୍ୟ ଏକ ଶୀତଳ ନିଆଁରେ । ବଦଳି ଯାଇଛି ତା’ ଜୀବନର ରେଖା ଅସହଯୋଗର ହୀନମନ୍ୟତାରେ, ତଥାପି ହଜାଏ ସେ ନିଜକୁ ସେହି ନିୟତିର ଶକ୍ତ ବନ୍ଧନରେ । ବଦଳି ଯାଏ ତା’ର କୋମଳ କଳେବର ତମ ଅହଂକାରର ଅଙ୍ଗୀକାରରେ, ହେଲେ…

ଅଧିକ ପଢ଼ନ୍ତୁ
Mun Kie

ମୁଁ କିଏ?

ମୁଁ, ମୁଁ ଆଦ୍ୟଚିରନ୍ତିନୀ ଜନନୀ, ଜାୟା, ଭଗିନୀ ସୃଷ୍ଟିକର୍ତ୍ତ୍ରୀ, ତ୍ରାଣକର୍ତ୍ତ୍ରୀ ମୁଁ ମଧ୍ୟ ସଂହାରକର୍ତ୍ତ୍ରୀ । ମୁଁ, ଜୀବନଯାତ୍ରାରେ ମୁଁ ଏକ ନାୟିକା ମୁଁ ଦୁହିତା, ନିଭାଏ କେବେ ଝିଅ ତ କେବେ ବଧୂର ଭୂମିକା । ମୁଁ, ରୋଷଘର ଝରକା ଫାଙ୍କରୁ ଦିଶୁଥିବା ହାତେ ଲମ୍ବାର ଓଢ଼ଣା ଟାଣିଥିବା ସେହି ଝାପସା ମୁହଁ । ମୁଁ, ଗବେଷଣାଗାରର ସେ ବିଜ୍ଞାନୀ ଓ.ଟି.ରେ ପ୍ରାଣ ରକ୍ଷାକାରୀ ସର୍ଜନ ମୁଁ ମଧ୍ୟ ଅନେକ ଉଦ୍ଭାବନାର ଜନନୀ । ମୁଁ, ମୋର ଏମିତି କେତେ ରୂପ…

ଅଧିକ ପଢ଼ନ୍ତୁ
Sarbanari Odia Poem by Dr Prafulla Tripathy - ସର୍ବନାରୀ

ସର୍ବନାରୀ

ବହୁ ଯୁଗ ଧରି, ହୋଇଥିଲା ନାରୀ କେବଳ ଜନୟିତ୍ରୀ ଏବେ ତ ହେଲାଣି, ଦେଖୁଛୁଁ ସଭିଏଁ ଛାତ୍ରୀ, ଧାତ୍ରୀ, ନେତ୍ରୀ କର୍ତ୍ରୀ, ବିଦ୍ୟାଦାତ୍ରୀ ତେବେ ବି ତା’ ସହ କରୁନାହିଁ କେହି ମୈତ୍ରୀ ଦେଖୁଛି ମୂକ ଧରିତ୍ରୀ ଆଉ କେତେ ଯୁଗ ପ୍ରଲେପ ବୋଳି ହେଉଥିବ ଅଭିନେତ୍ରୀ? ଆଉ କେବେ ହେବ ଅଜଣା ଶୈଳ ଶିଖର ଆଡ଼କୁ ଏକାକିନୀ ଆଉ ସାହସିନୀ ଅଭିଯାତ୍ରୀ? ‘ନାରୀ’ରୁ ଆ-କାର, ଈ-କାର ଛିଂଡାଇ କରିହୁଏ ପରା ‘ନର’ ଏହି ସତ୍ୟକୁ କେବେ…

ଅଧିକ ପଢ଼ନ୍ତୁ
Download Now 24th Edition of Shubhapallaba

୨୪ଶ ସଂସ୍କରଣ

୨୦୨୧ ମସିହାର ମାର୍ଚ୍ଚ ମାସରେ ଶୁଭପଲ୍ଲବର ୨୪ଶ ସଂସ୍କରଣ ପ୍ରକାଶ ପାଇଥିଲା । ୬୪ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୫ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ