You are currently viewing ପ୍ରମୋଦ ପଣ୍ଡାଙ୍କ ଶଙ୍ଖନାଦ ଉନ୍ମୋଚିତ
Shankhanad by Shankhanada Inaugurated on Classical Odia Language Day

ପ୍ରମୋଦ ପଣ୍ଡାଙ୍କ ଶଙ୍ଖନାଦ ଉନ୍ମୋଚିତ

ଭଦ୍ରକ: ଗତକାଲି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ତଥା ମହାଶିବରାତ୍ରୀ ଅବସରରେ ଶୁଭପଲ୍ଲବ ପ୍ରକାଶନର ପ୍ରଥମ ପୁସ୍ତକ ଶଙ୍ଖନାଦ ଏକ ଜୁମ୍ କଲ୍ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି । ପ୍ରମୋଦ ପଣ୍ଡାଙ୍କ ରଚିତ ଏହି ଗଳ୍ପ ସଂକଳନଟିର ଉନ୍ମୋଚନ ଉତ୍ସବରେ ଲୋକପ୍ରିୟ ଲେଖିକା ଡ. ସୁଲଗ୍ନା ମହାନ୍ତି, ସମ୍ବାଦ ଉପସ୍ଥାପିକା ଇତିଶ୍ରୀ ନାୟକ, ରିପୋର୍ଟର୍ ସୌମ୍ୟା ପରିଡ଼ା, ଯୁବ ଉଦ୍ୟୋଗପତି ମୟୂରେଶ ଦାଶ, କବି ତୃପ୍ତି ରଞ୍ଜନ ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ନିଜ ନିଜର ମନ୍ତବ୍ୟ ରଖିଥିଲେ । ଶୁଭପଲ୍ଲବ ସମ୍ପାଦକ ତାପସ ରଞ୍ଜନ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସଂଗ୍ରାମ କେଶରୀ ସେନାପତି ସଭା ପରିଚାଳନା କରିଥିଲେ ।

ଏହି ବହିଟି ପ୍ରମୋଦ ପଣ୍ଡାଙ୍କ ୧୯୭୭ ମସିହାର ପ୍ରଥମ ମୁଦ୍ରିତ ପୁସ୍ତକ ପରେ ୨ୟ ଗଳ୍ପ ସଂକଳନ । ଗାଳ୍ପିକ ଶ୍ରୀଯୁକ୍ତ ପଣ୍ଡା ଉକ୍ତ ସଭାରେ ତାଙ୍କର ଅନୁଭୂତି ବଖାଣିବା ସହିତ ଏହାର ପ୍ରଚ୍ଛଦପଟ ଆଙ୍କିଥିବା ସମ୍ବିତ ଦାସ କଭର୍ ଫଟୋର ଚିତ୍ର ବିଷୟରେ ସୂଚନା ପ୍ରଦାନ କରିଥିଲେ । ଉପସ୍ଥିତ ଅନ୍ୟ ଅତିଥିଙ୍କ ଭିତରେ ବିନୟ ମହାପାତ୍ର, ଡ. ରଶ୍ମୀରଞ୍ଜନ ସାହୁ, ରାଜଶେଖର ସି, ସାଇ ପ୍ରକାଶ, ଡ. ଅକ୍ଷୟ ଗୋଛାୟତ, ବିମଳେନ୍ଦୁ ଷଡ଼ଙ୍ଗୀ, ସମ୍ବିତ ଦଳାଇ, ମାନସ ରଞ୍ଜନ ଦାଶ, ସମିତା ସାହୁ, ମାନସ ପଣ୍ଡା, ମାନସୀ ପୂଜାରୀ, ରିଶି ଏସ୍, ପ୍ରଜ୍ଞା ମହାପାତ୍ର, ସୁଦୀପ ରୋହନ, ଦୀପଙ୍କର ପଣ୍ଡା, ସୋନାଲି ସାହୁ, ଜ୍ୟୋତ୍ସ୍ନା ଜେନା, ଚନ୍ଦ୍ରକାନ୍ତି ପ୍ରଧାନ, ଶାନ୍ତନୁ କୁମାର, ମଞ୍ଜୁଳା ସାମଲ ଆଦି ଉପସ୍ଥିତ ଥିଲେ ।

  • Odisha Live – ଗାଳ୍ପିକ ପ୍ରମୋଦ ପଣ୍ଡାଙ୍କ ପୁସ୍ତକ ‘ଶଙ୍ଖନାଦ’ ଉନ୍ମୋଚିତ – OriginalArchived
Shankhanada News on Swadhikar 13 March 2021
Shankhanada News on Swadhikar 13 March 2021 – OriginalArchived
Prameya Bhubaneswar Edition News on Shankhanada Unmochana published on 14 March 2021
Prameya Bhubaneswar Edition News on Shankhanada Unmochana published on 14 March 2021 – OriginalArchive

Book Review:

Dharitri Odia News Paper –

Pustaka Parichaya - Dharitri Odia News Paper on 29 April 2021

ପୁସ୍ତକ ପରିଚୟ: ଶଙ୍ଖନାଦ (୨୯ ଅପ୍ରେଲ ୨୦୨୧; ପୃଷ୍ଠା – ୯) – OriginalArchived

English Newsletter;

Odia Book “Shankhanada” by Shubhapallaba Publication Released on Classical Odia Language Day

Bhadrak: On the occasion of Mahashivaratri and Classical Odia Language day, the 1st book of Shubhapallaba Publication, Shankhanada written by Pramod Kumar Panda has been inaugurated on a Zoom Call in the presence of some famous Odia personalities like Author Storyteller Dr. Sulagna Mohanty, media personalities like Itishree Nayak, Saumya Parida, Mayuresh Dash, and poet Dr. Trupti Ranjan Das.

Tapas Ranjan, the editor of Shubhapallaba introduced all the guests and hosted the meeting. Sangram Keshari Senapati, the founder of Shubhapallaba co-ordinated the meeting. Sambeet Das, the graphic designer of this book has shared the concept of the art and the meaning of all placed colors.

Other guests like Binay Mohapatra, Raj Shekhar C, Dr. Rashmi Ranjan Sahoo, Sai Prakash, Dr. Akshaya Gochhayat, Bimalendu Sarangi, RJS Prasad, Sambit Dalai, Manas Ranjan Dash, Samita Sahoo, Manas Panda, Manasi Pujari, Rishi S, Pragyan Mohapatra, Sudeep Rohan, Deepankar Panda, Sonali Sahu, Jyotsna Jena, Chandrakanti Pradhan, Shantanu Kumar, Manjula Samal were also present in this meeting.

Shankhanda is a 160 paged story-collection book by Pramod Panda which is the 2nd book of the author after his 1st book in 1977. This book is now available on Shubhapallaba Store and Amazon India for the readers.

  • OrissaDiary: (Odia Book “Shankhanada” by Shubhapallaba Publication Released on Classical Odia Language Day) – OriginalArchived
  • The News Insight: (Shubhapallaba Launches Odia Book ‘Shankhanada’) – OriginalArchived

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।