You are currently viewing ଫେରିଗଲା ମହାମାରୀ
ଫେରିଗଲା ମହାମାରୀ

ଫେରିଗଲା ମହାମାରୀ

ଫେରିଗଲା ମହାମାରୀ
ମୃତ୍ୟୁର ତାଣ୍ଡବ କରି

ଫେରିଲେ ନାହିଁ
ଆମ ଡାକ୍ତର ବନ୍ଧୁ
ଆଉ ପୋଲିସ ଭାଇ
ଶିକ୍ଷକ କେତେ ଆଉ ଆସିଲେ ନାହିଁ
ପରିବାର ଏବେ ବି ରହିଛି ଚାହିଁ

ରୋଗକୁ ମଣିଷ ଜିତିଲା
ମାନବିକତା ହଜିଗଲା
ନା ଦୟା ରହିଲା
ଅସଲ ରୂପ ସବୁ ଦିଶିଲା
ଦୁର୍ବଳତାର ଲାଭ ଉଠିଲା
ଠକାମୀ ବ୍ୟବସାୟ ଚାଲିଲା

ଆଉ ଏମିତି ନ ହେଉ
ମଣିଷପଣିଆ ରହିଥାଉ

ଲିପ୍ସା ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଲିପ୍ସା ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇବା ସହିତ ପାଠକୀୟ ପ୍ରସଂଶା ସାଉଁଟିଛି ।