ଉନ୍ମୁକ୍ତ
ଭାବନାରେ ବହିଯିବା ବୋଧେ ମୋ ଇତି କେବେ ନିରବିଛିନ୍ନ ପ୍ରବାହ ପୁଣି କେବେ ଶାନ୍ତ ମୂର୍ତ୍ତି । ବିଷପରି ପି’ ଚାଲିଛି ଏ ଜୀବନକୁ ସତେ କି ନୀଳକଣ୍ଠ ଅଭିଶପ୍ତ ଗନ୍ଧର୍ବ ଭଳି ଘୁରି ବୁଲୁଛି ହେଇ ସଂସାରୁ ନିର୍ଲିପ୍ତ । ନିଶାଗ୍ରସ୍ତ ମଦ୍ୟପ ପ୍ରାୟେ ଘୁରିବୁଲେ ଏ ପଥରୁ ସେ ପଥ ଖୋଜିଚାଲେ ମୋ ନିଜର ପରିଚୟ ଆଉ ପରିଚିତ । ଆଶାସବୁ ତ ଭାଙ୍ଗି ହିଁ ଗଲାଣି ହଜି ଗଲାଣି ସବୁ ରିଦ୍ଧି ପ୍ରଭୁହରା ସନ୍ୟାସୀ ଭଳି ମନେ…

