ସମୟଟା ଚାଲିଛି ଯେ ଚାଲିଛି...

ସମୟଟା ଚାଲିଛି ଯେ ଚାଲିଛି…

କେବେ ଖରା କେବେ ବର୍ଷା କେବେ ଶୀତ ଦେଇ କେବେ ବସନ୍ତର ରଙ୍ଗରେ ରଙ୍ଗେଇ ହେମନ୍ତର ଶିଶିରରେ ଗାଧୋଇ ପୁଣି କେବେ ଶରତକୁ ଛାତିରେ ଜଡ଼ାଇ ସମୟଟା ଚାଲିଛି ଯେ ଚାଲିଛି ଏକା ଏକା ଏକମୁହାଁ ହୋଇ ! ଆଗକୁ ଅନାଇ… ଗ୍ରୀଷ୍ମରେ ଝାଞ୍ଜି ପବନ ରୌଦ୍ରପ୍ରତାପ ସ‌ହି ବର୍ଷାରେ ଭିଜି ଭିଜି ଘଡ଼ଘଡ଼ି ବିଜୁଳି ଆଡ଼େଇ ଅବା କେବେ ହାଡ଼ଭଙ୍ଗା ଜାଡ଼ ସ‌ହ ହୀମ ପ୍ରବାହକୁ ବୋହି ଚୋରା ବସନ୍ତର ମୃଦୁ ମଳୟକୁ ଛୁଇଁ ଶରତରେ ଜ୍ୟୋତ୍ସ୍ନା…

ଅଧିକ ପଢ଼ନ୍ତୁ
ପ୍ରିୟା ମୋର ଭାରି ଅଭିମାନୀ

ପ୍ରିୟା ମୋର ଭାରି ଅଭିମାନୀ

ତୁମ ଛବି ଦେଖି ଆଜି ମୁ ଜୀଉଁଛି ଏଇ ସପ୍ନଭରା ନିଶାରାତି ମନକଥା ମୋର ପାରୁନି ମୁଁ କହି ତୁମକୁ କରୁଛି ବୋଲି ଗୋ ପ୍ରିତୀ ତୁମେ ତ ମୋର ଆଭିମାନିନୀ କିଆଁ ଲାଜୁଛ ଗୋ ଏତେ ତୁମେ ତ ମୋର ଅଭୁଲା ରାତୀ ଭୁଲି ପାରୁନି ମୁଁ ସତେ ॥ ଜହ୍ନ ରାଇଜରେ ଘରଟେ କରିବି ରଖିବି ସଜେଇ ରାଣୀ ତୋ ପାଇଁ ମୁଁ ଆଣିଦେବି ସତେ ହୀରା, ନୀଲା, ମୋତି ମାଣୀ ॥ ତମକୁ…

ଅଧିକ ପଢ଼ନ୍ତୁ
ତୁମକୁ ଦେଖିଲା ପରେ...

ତୁମକୁ ଦେଖିଲା ପରେ…

ଏ ଆଖି ତୁମକୁ ଦେଖିଲା ପରେ ମନ କାହିଁକି ଝୁରେ ତୁମେ ବି ଅଜଣା ମୁଁ ବି ଅଜଣା ବସା ବାନ୍ଧିଦେଲ ହୃଦୟରେ ଏ ଆଖି ତୁମକୁ ଦେଖିଲା ପରେ… ମନ କାହିଁକି ଝୁରେ… ସହି ପାରେ ନାହିଁ, କହି ପାରେ ନାହିଁ ବିରହ ଜୁଇରେ ମୁଁ ଜଳେରେ ଥିରି ଥିରି ତୁମେ ଚାଲି ଯାଉଥିଲ କଣେଇ ଚାହିଁଲ ଦୁଷ୍ଟାମୀରେ ଏ ଆଖି ତୁମକୁ ଦେଖିଲା ପରେ… ମନ କାହିଁକି ଝୁରେ… ଫିକା ଫିକା ମନ ଲାଗେ…

ଅଧିକ ପଢ଼ନ୍ତୁ
ବାପା

ବାପା

ବାପା ତୁମେ ମୋ ଜୀବନ ଜଞ୍ଜାଳର ଉଦୁଉଦିଆ ଖରାରେ ଗାଁ ମୁଣ୍ଡ ଝଙ୍କାଳିଆ ବରଗଛ ଛାଇ । ଥକ୍କାକୁ ଧକ୍କା ମାରିବାର ତୁମେ ତ ସାହାସ ଆତ୍ମବିଶ୍ୱାସରେ ଅସ୍ତିତ୍ଵହରା ଆଶା ଆଶଙ୍କାର ମୋ ଶୁଷ୍କ ମରୁଭୂମିରେ ତୁମେ ମୋ ବିଶ୍ୱାସ ଭରସାର କୁଳୁକୁଳୁ ପ୍ରବାହିତ ଚିରସ୍ରୋତା ନଈ ॥ ଆକାଶର ପରିସୀମାକୁ ସୀମିତ କରି ତୁମଛଡ଼ା କିଏ ଦେଇପାରିବ ସୁରକ୍ଷିତ ଆଶ୍ରୟର ବିଶାଳ ଛାତଟେ?? ଶୃଙ୍ଖଳା ଆକଟରେ ତୁମେ ଭୟଙ୍କର ଅଶାନ୍ତ ଲହଡ଼ି । ହେଲେ ଗଭୀର ହୃଦୟରେ ଥାଏ…

ଅଧିକ ପଢ଼ନ୍ତୁ
ପରିବର୍ତ୍ତନ

ପରିବର୍ତ୍ତନ

ସବୁଥର ଭଳି ଏଥର ବି ବଦଳିଯିବ କ୍ୟାଲେଣ୍ଡରର ପୃଷ୍ଠା, ଖ୍ରୀଷ୍ଟମାସର କୋଳାହଳ ବିଦାୟଦେବ ପୁରୁଣା ବର୍ଷକୁ, ପୁରୁଣା ହେଇଯିବେ ଅସହିଷ୍ଣୁତା ଆଉ ଯେତେ ସବୁ ସମ୍ମାନ ପୁରସ୍କାର, ନୂଆ ସକାଳର ନବ ରବି ପୃଥିବୀକୁ ଛୁଇଁବା ଆଗରୁ ଅଗଣିତ ଚାଷୀଭାଇ ଭୁଲିଯିବେ ଆତ୍ମହତ୍ୟା ଏକ ମହାପାପ ସନାତନ ମହାକୁଡ଼ସନାତନ ମହାକୁଡ଼ ପେଶାରେ ଜଣେ ଯୋଗ ଶିକ୍ଷକ । ସେ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର କରିବା ସହିତ ଯୋଗଶାସ୍ତ୍ରରେ ସ୍ନାତକ କରିଛନ୍ତି । ଯୋଗ ଶିକ୍ଷା ସହିତ ସେ ଓଡ଼ିଆ ଭାଷାରେ…

ଅଧିକ ପଢ଼ନ୍ତୁ