ନାରୀ ପାଇଁ ରାଜା କିଏ..?
ନାରୀ ପାଇଁ ରାଜା କିଏ ପଚାରୁଛି ନାରୀ, କେଉଁ ରାଜା ଶାସନରେ ଅଛି ସେ ନିସ୍ତରି? କୌରବ ରାଜ ସଭାରେ ହୋଇଛି ଉଲଗ୍ନ, ପାଣ୍ଡବ ହାରିଛି ତାକୁ ହୋଇ ଜୁଆ ମଗ୍ନ । ରାବଣ ରାଜା ତାକୁ ହରଣ କରିଛି, ରାମକୁ ରାଜା କରି ସେ ଅନଳେ ପଶିଛି । ଡାକୁକୁ ଭୟ କରି ଧର୍ଷିତା ହୋଇଛି, ସନ୍ଥକୁ ଭରସା କରି ଜିଅନ୍ତା ଜଳିଛି । ମୁସଲମାନ ଭଲ କହି ତଲାକ୍ ପାଇଛି, ହିନ୍ଦୁର ସତୀ ଦାହରେ ସତୀ ବୋଲାଇଛି । ବିଦେଶୀ…

